www.samajalive.in
Friday, December 5, 2025
20.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ବ୍ରହ୍ମପୁର : ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ ଘରେ ରେଡ୍..

ଛତ୍ରପୁର ବିଇଓ ସୀତାରାମ ପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ୍..

- Advertisement -

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ରେଡ୍..

ଛତ୍ରପୁର ଅଫିସ, ବ୍ରହ୍ମପୁରର ୩ଟି ଓ ପୋଲସରାର ୨ଟି ସ୍ଥାନରେ ରେଡ୍..

ପାରାଦୀପ: ରୁଷରୁ ଆସିଥିବା ଚୀନ ଜାହାଜରେ ୩ ଘାନା ନାଗରିକ ଠାବ..

ଭାରତର କୌଣସି ବନ୍ଦରରେ ସେମାନଙ୍କୁ ଓହ୍ଲାଇ ନ ଦେବାକୁ ପାରାଦୀପ ଇମିଗ୍ରେସନ କାର୍ଯ୍ୟାଳୟ ପକ୍ଷରୁ ଜାହାଜକୁ ନୋଟିସ..

ବ୍ରହ୍ମଗିରି: ବାଲିହରଚଣ୍ଡୀ ରାସ୍ତା ମାଲସ ନିକଟ ବିଲ ଭିତରୁ ୨ ଯୁବକଙ୍କ ମୃତଦେହ ଜବତ..

ନିକଟରେ ବାଇକ୍ ପଡ଼ିଥିବାରୁ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ସନ୍ଦେହ..

ଶନିଙ୍କ କୃପାରୁ ନଭେମ୍ବର ପର୍ଯ୍ୟନ୍ତ ଏହି ରାଶିଙ୍କ ଚମକିବ ଭାଗ୍ୟ, ମିଳିବ ଧନ, ଚାକିରିରେ ହେବ ଉନ୍ନତି..

ମୃତକ ଦ୍ଵୟ ପୁରୀ ଖଡ଼ିପଦା ଅଞ୍ଚଳର ହୋଇଥିବା ନେଇ ସୂଚନା..

ଭୁବନେଶ୍ଵର: ରାଜଧାନୀବାସୀଙ୍କୁ ଚିକେନ ନ ଖାଇବାକୁ ମେୟର ସୁଲୋଚନା ଦାସଙ୍କ ଅନୁରୋଧ..

ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳରୁ ଚିକେନ ନ କିଣିବାକୁ ପରାମର୍ଶ..

ପିଏମ୍‌‌ ଉଷା ପାଇଁ ବୁଝାମଣାପତ୍ର ସ୍ୱାକ୍ଷର..

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଉଚ୍ଚଶିକ୍ଷା ଅଭିଯାନ..

ରାଜଧାନୀରେ ବାର୍ଡ ଫ୍ଲୁ, ବଢିଲା ସଂକ୍ରମଣ ଭୟ..

କୁକୁଡା ନକିଣିବା ପାଇଁ ବିଏମସିର ପରାମର୍ଶ..

ରାଜଧାନୀବାସୀ କିଛି ଦିନ ଚିକେନ ନଖାଇବାକୁ ଅନୁରୋଧ କଲେ ମେୟର..

ବ୍ରହ୍ମପୁର: ଚିକିଟି ବିଷାକ୍ତ ମଦ ଘଟଣାରେ ଆଉ ଜଣେ ମୃତ..

ମଦମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି, ଏମ୍‌‌କେସିଜି ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ..

ଅନ୍ୟ ୪ଜଣ ଚିକିତ୍ସାଧୀନ ରହିଛନ୍ତି..

ଭୁବନେଶ୍ୱର: ଛତୁଆ ଦୁର୍ନୀତି ନେଇ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ବାଚସ୍ପତି..

ନିମ୍ନମାନର ଛତୁଆ ଯୋଗାଉଥିବା ଏଜେନ୍ସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ..

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡାଙ୍କୁ ନିର୍ଦ୍ଦେଶ ଦେଲେ ବାଚସ୍ପତି..

ଦେଖନ୍ତୁ ଭିିଡିଓ; ଜଙ୍ଗଲ ଭିତରୁ ଗାଁ ରାସ୍ତାକୁ ହଠାତ୍‌ ପଳାଇ ଆସିଲା ସିଂହ, ତା’ପରେ..

ଶୂନ୍ୟକାଳରେ ଉଠିଲା ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗ..

ଅବାକରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିଜେଡି ସଦସ୍ୟଙ୍କ ହୋହାଲ୍ଲା..

ନିଶାମୁକ୍ତ ଓଡ଼ିଶା ଗଠନ କରି ସରକାରକୁ ଆସିଥିଲା ବିଜେପି..

ନୈତିକତା ଦୃଷ୍ଟିରୁ ଅବକାରୀ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ- ବିରୋଧୀ ଦଳ ମୁଖ୍ୟ ସଚେତକ..

ଦେଖନ୍ତୁ ଭିଡିଓ ; ହେଲିକପ୍ଟରରୁ ଖସିଲା ହେଲିକପ୍ଟର..

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories