www.samajalive.in
Monday, December 15, 2025
16.1 C
Bhubaneswar

ଦେଖନ୍ତୁ ଭିଡିଓ ; ହେଲିକପ୍ଟରରୁ ଖସିଲା ହେଲିକପ୍ଟର..

ନୂଆଦିଲ୍ଲୀ : କେଦାରନାଥରେ ଏକ ହେଲିକପ୍ଟର ଉଦ୍ଧାର କରାଯାଉଥିବା ସମୟରେ ତଳକୁ ଖସି ପଡିଲା । ହେଲିକପ୍ଟରଟି ଖରାପ ହୋଇ ଯିବାରୁ ପରେ ଏହାକୁ ଏମଆଇ-୧୭ ହେଲିକପ୍ଟର ଦ୍ୱାରା ଉଦ୍ଧାର କରାଯାଉଥିଲା । ଏହି ସମୟରେ ହେଲିକପ୍ଟରଟି ତଳକୁ ଖସି ପଡି ଏହି ଅଘଟଣ ଘଟିଛି । ଦୁର୍ଘଟଣାରେ ଜୀବନହାନୀ ହୋଇନଥିବା ସୂଚନା ମିଳିଛି । ଏମଆଇ-୧୭ ହେଲିକପ୍ଟରରୁ ଏହି ହେଲିକପ୍ଟରଟି ମନ୍ଦାକିନୀ ନଦୀ ନିକଟରେ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଶନିଙ୍କ କୃପାରୁ ନଭେମ୍ବର ପର୍ଯ୍ୟନ୍ତ ଏହି ରାଶିଙ୍କ ଚମକିବ ଭାଗ୍ୟ, ମିଳିବ ଧନ, ଚାକିରିରେ ହେବ ଉନ୍ନତି..

- Advertisement -


କୌଣସି ଜନବସତି ନିକଟରେ ଖସି ନଥିବାରୁ ଏକ ବଡ ଅଘଟଣ ଟଳି ଯାଇଛି । ହଠାତ୍‌ ତାର ଛିଣ୍ଡି ଯିବାରୁ ହେଲିକପ୍ଟରଟି ତଳକୁ ଖସି ପଡିଥିଲା । ଘଟଣାସ୍ଥଳରେ ଏସଡିଆରଏଫର ଯବାନ ପହଞ୍ଚି ତଲାସି ଅଭିଯାନ ଜାରି କରିଛି।

ଦେଖନ୍ତୁ ଭିିଡିଓ; ଜଙ୍ଗଲ ଭିତରୁ ଗାଁ ରାସ୍ତାକୁ ହଠାତ୍‌ ପଳାଇ ଆସିଲା ସିଂହ, ତା’ପରେ..

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories