ଶନିଙ୍କ କୃପାରୁ ନଭେମ୍ବର ପର୍ଯ୍ୟନ୍ତ ଏହି ରାଶିଙ୍କ ଚମକିବ ଭାଗ୍ୟ, ମିଳିବ ଧନ, ଚାକିରିରେ ହେବ ଉନ୍ନତି..

ନ୍ୟାୟର ଦେବତା ଶନି ଦେବଙ୍କ ଆଶୀର୍ବାଦରେ ଜୀବନରେ ଅନେକ ସଫଳତା ପ୍ରାପ୍ତି ହେବା ସହ ଲାଗି ରହିଥିବା ସମସ୍ୟା ଦୂର ହୋଇଥାଏ । ଏହି ସମୟରେ ଶନି ନିଜ ମୂଳ ତ୍ରିକୋଣ ରାଶି କୁମ୍ଭ ରାଶିରେ ବକ୍ରି ରହିଛନ୍ତି । ଏହି ଅବସ୍ଥା ୧୫ ନଭେମ୍ବର ସନ୍ଧ୍ୟା ୫ଟା ୯ମିନିଟ୍‌ ପର୍ଯ୍ୟନ୍ତ ରହିବ । ଜ୍ୟୋତିଷ ଗଣନା ଅନୁସାରେ ଏହାପରେ ଶନି ଦେବ ମାର୍ଗି ହେବେ । ଗ୍ରହଙ୍କ ଚଳନ ମାତ୍ରେ ଏହାର ପ୍ରଭାବ ସମସ୍ତ ୧୨ … Continue reading ଶନିଙ୍କ କୃପାରୁ ନଭେମ୍ବର ପର୍ଯ୍ୟନ୍ତ ଏହି ରାଶିଙ୍କ ଚମକିବ ଭାଗ୍ୟ, ମିଳିବ ଧନ, ଚାକିରିରେ ହେବ ଉନ୍ନତି..