ଦେଖନ୍ତୁ ଭିିଡିଓ; ଜଙ୍ଗଲ ଭିତରୁ ଗାଁ ରାସ୍ତାକୁ ହଠାତ୍‌ ପଳାଇ ଆସିଲା ସିଂହ, ତା’ପରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅଧିକାଂଶ ସମୟରେ ବନ୍ୟଜନ୍ତୁଙ୍କ ଭିଡିଓ ଭାଇରାଲ ହୋଇଥାଏ । ମାତ୍ର ନିକଟରେ ଭାଇରାଲ ହେଉଥିବା ଏହି ଭିଡିଓ ଦେଖି ସଭିଏଁ ଭୟଭୀତ ହେବା ସହ ନିଶ୍ୱାସ ଅଟକି ଯିବ। ଚିନ୍ତା କରନ୍ତୁ, ରାସ୍ତା ମଝିରେ ଗାଡି ମୋଟରରେ ଯିବା ଆସିବା କରିବା ସମୟରେ ହଠାତ୍‌ ସାମ୍ନାକୁ ଜଙ୍ଗଲର ରାଜା ସିଂହ ଆସିଯାଏ, ତେବେ ଅବସ୍ଥା କ’ଣ ହେବ। ଭାଇରାଲ ହେବା ସହ ଚମକାଇ ଦେଉଥିବା ଏହି ଭିଡିଓରେ ସିଂହ ହଠାତ୍‌ ଜଙ୍ଗଲରୁ … Continue reading ଦେଖନ୍ତୁ ଭିିଡିଓ; ଜଙ୍ଗଲ ଭିତରୁ ଗାଁ ରାସ୍ତାକୁ ହଠାତ୍‌ ପଳାଇ ଆସିଲା ସିଂହ, ତା’ପରେ..