www.samajalive.in
Tuesday, December 9, 2025
26.1 C
Bhubaneswar

ଦେଖନ୍ତୁ ମନଛୁଆଁ ଭିଡିଓ ; ଜନ୍ମ ହେବା ମାତ୍ରେ ମାଆ ପଛେ ପଛେ ଚାଲୁଛି ହାତୀଛୁଆ..

ନୂଆଦିଲ୍ଲୀ : ବନ୍ୟ ଜୀବଜନ୍ତୁ ପ୍ରେମୀଙ୍କ ପାଇଁ ଏକ ହୃଦୟସ୍ପର୍ଶୀ ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି । ନିକଟରେ ନବଜାତ ହାତୀ ଛୁଆ ଓ ମାଆ ହାତୀର ଏକ ମନଛୁଆଁ ଭିଡିଓକୁ ଦେଖିବାକୁ ଲୋକେ ବେଶ ପସନ୍ଦ କରୁଛନ୍ତି । ୧୨ ସେକେଣ୍ଡର ଏହି ଭିଡିଓରେ ନବଜାତ ହାତୀଛୁଆ ପ୍ରଥମ ପାଦ ପକାଇ ନିଜ ମାଆ ନିକଟକୁ ଯାଉଛି ।


ମାଆ ହାତୀ ଆଗରେ ଯାଉଥିବା ବେଳେ ଛୁଆଟି ମାଆ ପଛେ ପଛେ ଯିବାକୁ ଆରମ୍ଭ କରୁଛି । ମାଆ ଓ ଛୁଆ ଭିତରେ ଥିବା ଏହି ସ୍ନେହଭରା ମୁହୂର୍ତ୍ତକୁ କ୍ୟାମେରାରେ କଏଦ କରାଯାଇଛି । ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।

ଜନ୍ମାଷ୍ଟମୀରେ ଚମକିବ ଏହି ରାଶିଙ୍କ ଭାଗ୍ୟ..

- Advertisement -

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories