www.samajalive.in
Saturday, December 6, 2025
16.1 C
Bhubaneswar

ଜନ୍ମାଷ୍ଟମୀରେ ଚମକିବ ଏହି ରାଶିଙ୍କ ଭାଗ୍ୟ..

ପ୍ରତ୍ୟେକ ବର୍ଷ ଭାଦ୍ରବ ମାସର କୃଷ୍ଣପକ୍ଷର ଅଷ୍ଟମୀ ତିଥିରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପାଳନ କରାଯାଏ। ଏହି ଦିନକୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବୋଲି କୁହାଯାଏ । ଚଳିତ ବର୍ଷ ୨୬ ଅଗଷ୍ଟରେ ଜନ୍ମାଷ୍ଟମୀ ପାଳନ କରାଯିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜନ୍ମାଷ୍ଟମୀର ପବିତ୍ର ଦିନରେ ଏହି ରାଶିଙ୍କୁ ଭଗବାନଙ୍କ ବିଶେଷ କୃପା ମିଳିବା ସହ ଭାଗ୍ୟ ଚମକିବ। ଏମାନେ ପ୍ରଭୁଙ୍କ ପ୍ରିୟ ରାଶି ବୋଲି କୁହାଯାଏ।

ବୃଷ – ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୃଷ ରାଶି ବ୍ୟକ୍ତି ବିଶେଷ ଶ୍ରୀକୃଷ୍ଣଙ୍କ ପ୍ରିୟ ରାଶି ବୋଲି କୁହାଯାଏ । ପ୍ରଭୁଙ୍କ କୃପାରୁ ଏହି ରାଶିଙ୍କୁ ସଫଳତା ମିଳିବା ସହ ଉନ୍ନତି ହେବ।

- Advertisement -

କର୍କଟ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ନିୟମିତ ରୂପରେ ପ୍ରଭୁଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ଜୀବନରେ କୌଣସି ଜିନିଷର ଅଭାବ ରହିନଥାଏ । ଅଟକି ରହିଥିବା କାମ ପୂରଣ ହୁଏ।

ସିଂହ – ଏହି ରାଶିର ବ୍ୟକ୍ତି ବିଶେଷ ମଧ୍ୟ ଶ୍ରୀକୃଷ୍ଣଙ୍କ ପ୍ରିୟ । ନିୟମିତ ରୂପରେ ପ୍ରଭୁଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ଏହି ରାଶିଙ୍କୁ ସଫଳତା ମିଳିଥାଏ । ଅଟକି ଥିବା କାମରେ ସଫଳତା ମିଳେ।

ମୋବାଇଲର ବ୍ୟବହାର କ’ଣ? ପିଲାଟି ଲେଖିଲା ପ୍ରଶ୍ନର ଏମିତି ଉତ୍ତର, ଥରେ ନୁହେଁ ବାରମ୍ବାର ପଢିବେ..

ତୁଳା – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରାପ୍ତି ହେବ । ଧନ ପ୍ରାପ୍ତି ହେବ।

ହିନ୍ଦୁ ଧର୍ମ ଗ୍ରନ୍ଥ ଅନୁସାରେ ଭାଦ୍ରବ ମାସର କୃଷ୍ଣ ଅଷ୍ଟମୀ ତିଥିରେ ମଧ୍ୟ ରାତ୍ରୀରେ ରୋହିଣୀ ନକ୍ଷତ୍ରରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ହୋଇଥିଲା । ଶାସ୍ତ୍ରରେ ଶ୍ରୀକୃଷ୍ଣଙ୍କୁ ଭଗବାନ ବିଷ୍ଣୁଙ୍କ ଅଷ୍ଟମ ସ୍ୱରୂପ ବୋଲି କୁହାଯାଏ । ଜନ୍ମାଷ୍ଟମୀ ଦିନ କୃଷ୍ଣଙ୍କ ରୂପରେ ଭଗବାନ ବିଷ୍ଣୁ କଂସଙ୍କ ଅତ୍ୟାଚାରରୁ ଲୋକଙ୍କୁ ମୁକ୍ତି ଦେବା ପାଇଁ ଜନ୍ମ ନେଇଥିଲେ।

ଚିନି ସେବନ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ?

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories