ଚିନି ସେବନ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ?

ଚିନି ପ୍ରତ୍ୟେକଙ୍କ ରୋଷେଇ ଘରେ ଉପଲବ୍ଧ। ବିଶେଷ କରି ଚା’ ପ୍ରସ୍ତୁତ କରିବା ସମୟରେ ଚିନିର ବ୍ୟବହାର ନିଶ୍ଚୟ କରାଯାଏ । ମାତ୍ର ଆପଣ ଜାଣନ୍ତି କି ଅଧିକ ମାତ୍ରାରେ ଚିନିର ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ହାନୀକାରକ ହୋଇଥାଏ । ନିଜ ଡାଏଟରେ ଚିନିକୁ କମ୍‌ ମାତ୍ରାରେ ସାମିଲ୍‌ କରନ୍ତୁ । ଜୀବନଶୈଳୀରେ ପରିବର୍ତ୍ତନ କରି ଖାଦ୍ୟରେ ଚିନିକୁ କମ୍‌ ମାତ୍ରାରେ ସେବନ କରିବା ଦ୍ୱାରା ଅନେକ ରୋଗ ଠାରୁ ଶରୀରକୁ ଦୂରେଇ ରଖି … Continue reading ଚିନି ସେବନ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ?