ମୋବାଇଲର ବ୍ୟବହାର କ’ଣ? ପିଲାଟି ଲେଖିଲା ପ୍ରଶ୍ନର ଏମିତି ଉତ୍ତର, ଥରେ ନୁହେଁ ବାରମ୍ବାର ପଢିବେ..

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ସଭିଁଙ୍କ ହାତରେ ମୋବାଇଲ ଥିବା ସାଧାରଣ କଥା । ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସଭିଁଙ୍କ ହାତରେ ସ୍କାର୍ଟଫୋନ୍‌ ନିଶ୍ଚୟ ଦେଖିପାରିବେ । ଅନେକ ସମୟରେ ମୋବାଇଲର ଅତ୍ୟଧିକ ବ୍ୟବହାର କରି ଲୋକେ ରୋଗଗ୍ରସ୍ତ ମଧ୍ୟ ହେଉଛନ୍ତି । ନିଜ ଜୀବନକୁ ବିପଦରେ ପକାଉଛନ୍ତି । ତେବେ ନିକଟରେ ମୋବାଇଲର ବ୍ୟବହାର ଉପରେ ପିଲାଟି ଲେଖିଥିବା ପ୍ରଶ୍ନର ଭିନ୍ନ ଉତ୍ତର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କାରଣ ପାଲଟିଛି … Continue reading ମୋବାଇଲର ବ୍ୟବହାର କ’ଣ? ପିଲାଟି ଲେଖିଲା ପ୍ରଶ୍ନର ଏମିତି ଉତ୍ତର, ଥରେ ନୁହେଁ ବାରମ୍ବାର ପଢିବେ..