ଡେସ୍କ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଆଜି ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଠନମୂଳକ ବିରୋଧୀଙ୍କ ଚିନ୍ତାଧାରାରେ ବିଶ୍ୱାସ କରନ୍ତି ନାହିଁ। ଆଜି ସଂସଦ ପରିସରରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଶ୍ରୀ ଗାନ୍ଧୀ କହିଛନ୍ତି ଯେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ସହ ଫୋନରେ କଥା ହୋଇ ବାଚସ୍ପତି ପଦ ପାଇଁ ସରକାରଙ୍କୁ ସମର୍ଥନ କରିଛନ୍ତି। ପରମ୍ପରା ଅନୁଯାୟୀ ଉପବାଚସ୍ପତି ପଦ ବିରୋଧୀଙ୍କୁ ଦିଆଯିବା କଥା।
ଏନଟିଏ ପରୀକ୍ଷା ବିବାଦ, ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟିର ପ୍ରଥମ ବୈଠକ ଆଜି ଅନୁଷ୍ଠିତ



