ଏନଟିଏ ପରୀକ୍ଷା ବିବାଦ, ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟିର ପ୍ରଥମ ବୈଠକ ଆଜି ଅନୁଷ୍ଠିତ
ଡେସ୍କ: ଜାତୀୟ ପରୀକ୍ଷଣ ସଂସ୍ଥା (ଏନଟିଏ) ଜରିଆରେ ପରୀକ୍ଷାକୁ ସ୍ୱଚ୍ଛ, ସୁରୁଖୁରୁରେ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟିର ପ୍ରଥମ ବୈଠକରେ ନିଷ୍ପତ୍ତି ହୋଇଛି। କମିଟିର ଅଧ୍ୟକ୍ଷ ଡକ୍ଟର କେ ରାଧାକ୍ରିଷ୍ଣନ କହିଛନ୍ତି ଯେ କମିଟିର ପ୍ରଥମ ପ୍ରାଥମିକତା ହେଉଛି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଠାରୁ ପରାମର୍ଶ ସଂଗ୍ରହ କରିବା, ଯେଉଁଥିପାଇଁ କମିଟି ସେମାନଙ୍କ ସହ ଆଲୋଚନା କରିବ। ରାଧାକ୍ରିଷ୍ଣନ କହିଛନ୍ତି, ଛାତ୍ରଛାତ୍ରୀଙ୍କ ଅସୁବିଧା ଓ … Continue reading ଏନଟିଏ ପରୀକ୍ଷା ବିବାଦ, ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟିର ପ୍ରଥମ ବୈଠକ ଆଜି ଅନୁଷ୍ଠିତ
Copy and paste this URL into your WordPress site to embed
Copy and paste this code into your site to embed