www.samajalive.in
Monday, December 15, 2025
24.1 C
Bhubaneswar

ବନ୍ଦେ ଭାରତ ଖାଦ୍ୟରୁ ବାହାରିଲା ମଲା ଅସରପା, ଅଭିଯୋଗ ପରେ ଏମିତି କହିଲା ଆଇଆରସିଟିସି..

ନୂଆଦିଲ୍ଲୀ : ଜଣେ ଏକ୍ସ ବ୍ୟବହାରକାରୀ ବନ୍ଦେ ଭାରତରେ ଯାତ୍ରୀଙ୍କୁ ଦିଆ ଯାଉଥିବା ଭୋଜନ ଅର୍ଥାତ ଖାଦ୍ୟ ଭିତରେ ଏକ ମଲା ଅସରପା ଥିବା ଫଟୋ ଶେୟାର କରିଛନ୍ତି। ସେ କହିଛନ୍ତି ଏହି ଘଟଣା ତାଙ୍କ ଦାଦା ଓ ଖୁଡିଙ୍କ ସହ ଘଟିଛି। ଯେ କି ୧୮ ଜୁନରେ ଭୋପାଳରୁ ଆଗ୍ରା ଯାଇଥିଲେ। ଏହି ଘଟଣା ପରେ ଆଇଆରସିଟିସି ତାଙ୍କ ପୋଷ୍ଟର ଜବାବରେ କହିଛନ୍ତି, ଏହି ସମସ୍ୟା ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ଏହି ଭୁଲ୍ ପାଇଁ ସଠିକ୍ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। ଜୋରିମାନା ମଧ୍ୟ ଆଦାୟ କରାଯିବ।

ବୁଧ ହେବେ ଉଦୟ ; ଏହି ୫ ରାଶିଙ୍କୁ ମିଳିବ ଧନ ହିଁ ଧନ, ଚାକିରି, ହେବ ବିବାହ..

- Advertisement -

ବ୍ୟକ୍ତି ଜଣକ ମଲା ଅସରପା ସହ ଖାଦ୍ୟର ଫଟୋ ଶେୟାର କରିଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ୧୮-୦୬-୨୪ରେ “ମୋ ଦାଦା ଓ ଖୁଡି ବନ୍ଦେ ଭାରତରେ ଭୋପାଳରୁ ଆଗ୍ରାର ଯାତ୍ରା କରୁଥିଲେ। ଆଇଆରସିଟିସିରୁ ଗ୍ରହଣ କରିଥିବା ଖାଦ୍ୟରୁ ତାଙ୍କୁ ଅସରପା ମିଳିଥିଲା। ବିକ୍ରେତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସୁନିଶ୍ଚିତ କରନ୍ତୁ ଏଭଳି ଘଟଣାର ପୁନରାବୃତ୍ତି ନ ହେଉ”।
ଏହି ପୋଷ୍ଟ ଶେୟାର କରାଯିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories