www.samajalive.in
Sunday, December 7, 2025
14.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

୫ବର୍ଷ ପରେ ବାରବାଟୀରେ ଖେଳାଯିବ ଦିନିକିଆ ମ୍ୟାଚ୍‌.. ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ..

କୋର୍ଟରେ ହାଜର ପରେ ଅନୁଭବ ମହାନ୍ତିଙ୍କ ନାଁରେ ଚାର୍ଜଫ୍ରେମ..

- Advertisement -

୩ ମାଓ ମିଲିସିଆଙ୍କ ଆତ୍ମସମର୍ପଣ.. ମାଲକାନଗିରି ଏସପିଙ୍କ ନିକଟରେ ଗୁରୁବାର ତିନି ଜଣ ମାଓ ମିଲିସିଆଙ୍କ ଆତ୍ମସମର୍ପଣ..

ମକ୍କାରେ ପ୍ରବ​ଳ ଗରମ.. ତୀର୍ଥଯାତ୍ରୀ ମୃତ୍ୟୁସଂଖ୍ୟା ୧୦୦୦ ଟପିଲା..

ନିଟ୍‌‌ ପ୍ରଶ୍ନପତ୍ର ପ୍ରଘଟରେ ନୂଆ ମୋଡ଼.. ପଦାକୁ ଆସୁଛି ତେଜସ୍ୱୀଙ୍କ ଲିଙ୍କ୍‌‌..

ଦେବସ୍ନାନ ମଣ୍ଡପକୁ ପହଣ୍ଡି ବିଜେ ପାଇଁ ଆସନ୍ତାକାଲି ୧୧ଟା ଯାଏଁ ଜଗା ଦର୍ଶନ ବନ୍ଦ..

ଖରା, ଗୁଳୁଗୁଳି ପାଇଁ ଆଉ ଦିନେ ହେବ ସକାଳୁଆ ସ୍କୁଲ୍.. ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ସୂଚନା..

ଭୁବନେଶ୍ୱର ଡ୍ରେନରେ ପଡି ନାବାଳକ ମୃତ୍ୟୁ ଘଟଣା.. ନଗର ଉନ୍ନୟନ ବିଭାଗକୁ ରିପୋର୍ଟ ଦେଲା ବିଏମସି.. ଋିପୋର୍ଟରେ ଡ୍ରେନେଜ ବିଭାଗର କାର୍ଯ୍ୟରତ ଅଧିକାରୀଙ୍କୁ ଦାୟୀ.. ଜେଇଙ୍କୁ କାରଣ ଦର୍ଶାଅ ନୋଟିସ୍‌‌ ଜାରି କରିଛି ବିଏମସି..

ସର୍ବସମ୍ମତିକ୍ରମେ ସୁରମା ପାଢୀ ବାଚସ୍ପତି ଭାବେ ନିର୍ବାଚିତ.. ରଣପୁର ବିଧାୟିକା ସୁରମା ପାଢୀ.. ପ୍ରସ୍ତାବ ରଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି..

ମୌସୁମୀ ଅଗ୍ରସର.. ୨୩ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା..

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories