www.samajalive.in
Monday, December 15, 2025
14.1 C
Bhubaneswar

ଦେଶରେ ଲାଗୁ ହେବାକୁ ଯାଉଛି ଏହି ନିୟମ-ମିଛ ନାଁ ଏବଂ ଫେକ୍‌ କଲ୍‌ କରୁଥିବା ଲୋକ ଏବେ ଧରା ପଡିବେ

ନୂଆଦିଲ୍ଲୀ – ବିଭିନ୍ନ ସମୟରେ ମିଛ ନାଁରେ ଫେକ୍‌ କଲ୍‌ କରି ଲୋକମାନଙ୍କୁ ଅନେକ ଠକି ଥାଆନ୍ତି । କେତେବେଳେ କେଓ୍ୱାଇସି ଅପ୍‌ଡେଟ୍‌ ତ କେତେବେଳେ ବ୍ୟାଙ୍କରୁ କଲ୍ କରିଛୁ ଏପରି କହି ଲୋକମାନଙ୍କର ଅନ୍‌ଲାଇନ୍‌ ଟଙ୍କା ହଡପ୍‌ କରିଥାଆନ୍ତି । ଏହ ଉପରେ ରୋକ୍‌ ଲଗାଇବା ପାଇଁ ଏବେ ଦେଶରେ ସିଏନ୍‌ଏପି ସେବା ଲାଗୁ କରାଯିବ । ସରକାର ମିଛ ବା ଫେକ୍‌ କଲ୍‌ ରୋକିବା ପାଇଁ ଏହି ନିୟମ ଲାଗୁ କରିବାକୁ ଯାଉଛନ୍ତି ।

ସିଏନ୍‌ଏପିର ସମ୍ପୂର୍ଣ୍ଣ ନାମ ହେଉଛି କଲିଂ ନେମ ପ୍ରୋଜେକ୍ସନ ସର୍ଭିସ୍‌ । ଏହାର ଟ୍ରାଏଲ୍‌ ବା ପରୀକ୍ଷଣ ଆରମ୍ଭ କରାଯାଇଛି । ଏଥିରେ ବିଭିନ୍ନ ସମୟରେ ବ୍ୟାଙ୍କ କିମ୍ବା ଅନ୍ୟ କୌଣସି ନାମରେ କଲ୍‌ କରାଯାଉଥିଲେ ଧରା ପଡିବ । ମିଛ ନାଁ ଦେଇଥିଲେ ବି ବ୍ୟବହାରକାରୀଙ୍କ ନାମ ଦେଖାଇବ । ଏହା ଏକ ସରକାରୀ ସେବା । ଟ୍ରୁ କଲ୍‌ରେ ମଧ୍ୟ ନାମ ଦେଖାଇଥାଏ । ମାତ୍ର ଏହା ଲୋକଙ୍କ ନମ୍ବରରେ ସେଭ୍‌ ହୋଇଥିବା ନାଁ କିମ୍ବା ମେଲ୍‌ର ଡାଟା ବେଶ୍‌କୁ ଆଲଗୋରିଥିମ୍‌ରୁ ସଂଗୃହୀତ ହୋଇଥିବା ତଥ୍ୟ । କଲିଂ ନେମ ପ୍ରୋଜେକ୍ସନ ସର୍ଭିସ୍‌ ସରକାରୀ ସେବା ହୋଇଥିବାରୁ ଏଥିରେ ଯାହା ନାମରେ ସିମ୍‌ ନିଆ ଯାଇଥିବ ତାଙ୍କରି ନାମ ଦେଖାଇବ । ଏବେ ସିମ୍‌ ନେବା ପାଇଁ ମଧ୍ୟ କେଓ୍ୱାଇସି ସମୟରେ ଅନେକ କଟକଣା ରହିଛି । ଯାହା ଫଳରେ ବିଭିନ୍ନ ଅନ୍‌ଲାଇନ୍‌ ଠକାମୀ ଉପରେ ରୋକ ଲଗାଯାଇ ପାରିବ ।

- Advertisement -

ଏହା ଲାଗୁ ହେଲେ ଫକ୍‌ ଫ୍ରଡ୍‌ ଏବଂ ମିଛ କଲ୍‌ରୁ ସୁରକ୍ଷା ମିଳିବ । ସରକାର ଏବେ ବ୍ୟାଙ୍କିଂ ଏବଂ ପ୍ରମୋସନାଲ୍‌ କଲ୍‌ ପାଇଁ ନୂଆ ନମ୍ବର ସିରିଜ୍‌ ଆରମ୍ଭ କରିଛନ୍ତି । ଏହା ଏକ ନୂଆ ସିରିଜ୍‌ରୁ ଆରମ୍ଭ ହେବ ।

ଟାଟାର ଏହି ଦୁଇ ଇଲେକ୍ଟ୍ରି କାର୍‌କୁ ୫ ଷ୍ଟାର ସେଫ୍ଟି ରେଟିଙ୍ଗ୍‌

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories