ଟାଟାର ଏହି ଦୁଇ ଇଲେକ୍ଟ୍ରି କାର୍‌କୁ ୫ ଷ୍ଟାର ସେଫ୍ଟି ରେଟିଙ୍ଗ୍‌

ନୂଆଦିଲ୍ଲୀ – ଇଲେକ୍ଟ୍ରିକ୍‌ କାର୍‌ କିମ୍ବା ଦୁଇଚକିଆ ଯାନ ନେବା ସମୟରେ ଅନେକ ଲୋକ ଏହା ସୁରକ୍ଷିତ କି ନାହିଁ ତାହା ଭାବି ଥାଆନ୍ତି । ବେଳେ ବେଳେ କାର୍‌ କିମ୍ବା ଦୁଇ ଚକିଆ ଯାନରେ ନିଆଁ ଲାଗିବାର ସମ୍ଭାବନା ଥାଏ । ଯାତ୍ରା ସମୟରେ ଯାତ୍ରୀଙ୍କ ସୁରକ୍ଷା ପ୍ରତି ଏବେ କାର୍‌ ନିର୍ମାତାମାନେ ବିଶେଷ ଧ୍ୟାନଦେଉଛନ୍ତି । ଏବେ ତିଆରି ହେଉଥିବା ବୈଦ୍ୟୁତିକ ଯାନ ବା ଇଲେକ୍ଟ୍ରିକ୍‌ ଯାନମାନଙ୍କରେ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ଗ୍ରହଣ … Continue reading ଟାଟାର ଏହି ଦୁଇ ଇଲେକ୍ଟ୍ରି କାର୍‌କୁ ୫ ଷ୍ଟାର ସେଫ୍ଟି ରେଟିଙ୍ଗ୍‌