ଆନ୍ଧ୍ରପ୍ରଦେଶ ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ
ଡେସ୍କ: ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଆଜି ପଞ୍ଚଦଶ ବିଧାନସଭାକୁ ଭଙ୍ଗ କରିଛନ୍ତି। ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ ୱାଇଏସଆର ଜଗନ ମୋହନ ରେଡ୍ଡୀ କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ। ୨୫ ଲୋକସଭା ଆସନ ବିଶିଷ୍ଟ ଆନ୍ଧ୍ରପ୍ରଦେଶରେ ତେଲୁଗୁ ଦେଶମକୁ ୧୬ଟି ଆସନ ମିଳିଥିବା ବେଳେ ୱାଇଏସଆରସିପିକୁ ୪ଟି, ବିଜେପିକୁ ୩ଟି ଓ ଜନସେନା ପାର୍ଟିକୁ ୨ଟି ଆସନ ମିଳିଛି।
କେଜ୍ରିୱାଲଙ୍କୁ ମଧ୍ୟବର୍ତ୍ତିକାଳୀନ ଜାମିନ ଦେବାକୁ ମନା କଲେ ଦିଲ୍ଲୀ କୋର୍ଟ
ସେହିପରି ୧୭୫ ବିଧାନସଭା ଆସନ ବିଶିଷ୍ଟ ଆନ୍ଧ୍ରପ୍ରଦେଶରେ ତେଲୁଗୁ ଦେଶମକୁ ୧୩୫ଟି ଆସନ ମିଳିଥିବା ବେଳେ ଜନସେନା ପାର୍ଟିକୁ ୨୧ଟି ଆସନ, ୱାଇଏସଆରସିପିକୁ ୧୧ଟି ଓ ବିଜେପିକୁ ୮ଟି ଆସନ ମିଳିଛି।
ବିଜେପିର ପ୍ରଦର୍ଶନକୁ ନେଇ କ’ଣ ଥିଲା ବିଶ୍ୱ ଗଣମାଧ୍ୟମରେ ପ୍ରତିକ୍ରିୟା
Comments are closed.