www.samajalive.in
Saturday, December 6, 2025
16.1 C
Bhubaneswar

ବୁଲୁଛି ଗୋଠ ଛଡା ଦନ୍ତା,ବୁଲି ବୁଲି ଖାଉଛି ପଣସ 

ପାଟଣା : ପାଟଣା ବନାଞ୍ଚଳ ଅନ୍ତର୍ଗତ କଣ୍ଟିଆପଡ଼ା ଜଙ୍ଗଲରେ ୩ ଦିନ ହେଲା ଗୋଟିଏ ଗୋଠ ଛଡା ଦନ୍ତା ଡେରା ପକାଇଛି। ଲୋକ ମାନେ ଦନ୍ତାକୁ ଦେଖିବାକୁ ଆସିବା ସମୟରେ ଦନ୍ତାକୁ ଚିଡାଉଥିବାରୁ ସେ ଏଣେତେଣେ ଘୁରି ବୁଲିବା ସହ ମଝିରେ ମଝିରେ ରାସ୍ତା ଉପରକୁ ଆସି ସେଠାରେ ଠିଆହୋଇ ରହୁଥିବାରୁ ସରଧାପୁର-ବାଉଁଶୁଳୀ ରାସ୍ତାରେ ଯିବା ଆସିବା କରିବା ପାଇଁ ଲୋକେ ଭୟ କରୁଛନ୍ତି। ଏହି ହାତୀଟି ବିଭିନ୍ନ ଲୋକଙ୍କ ବଗିଚାରେ ପଶି ପଣସ ଛିଣ୍ଡାଇ ଖାଇଯାଇଥିବା ଜଣାପଡିଛି। ବନବିଭାଗ ପକ୍ଷରୁ ଏହି ଦନ୍ତାର ଚଳପ୍ରଚଳ ଉପରେ ନଜର ରଖାଯାଇଥିବା ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦ୍ଦାରଙ୍କ ଠାରୁ ସୂଚନା ମିଳିଛି।

୯ ମାସ ପର୍ଯ୍ୟନ୍ତ କେଉଁ ରାଶିରେ ଶନିଙ୍କ ରହିବ କି ପ୍ରଭାବ..

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories