୯ ମାସ ପର୍ଯ୍ୟନ୍ତ କେଉଁ ରାଶିରେ ଶନିଙ୍କ ରହିବ କି ପ୍ରଭାବ..

ହିନ୍ଦୁ ଧର୍ମରେ ଗ୍ରନ୍ଥ ଅନୁସାରେ ଶନିଦେବଙ୍କୁ ଧର୍ମରାଜା କୁହାଯାଏ। ଶନି ଦେବଙ୍କୁ ନ୍ୟାୟର ଦେବତା କୁହାଯାଏ। ମାନ୍ୟତା ଅନୁଯାୟୀ, ଲୋକଙ୍କ ସମସ୍ତ ଭଲ ଓ ଖରାପ କର୍ମର ଫଳ ଶନି ଦେବତା ପ୍ରଦାନ କରି ଥାଆନ୍ତି। ଶନିଦେବ ଅଢେଇ ବର୍ଷରେ ନିଜ ରାଶି ପରିବର୍ତ୍ତନ କରି ଥାଆନ୍ତି। ବର୍ତ୍ତମାନ ସମୟରେ ଶନି କୁମ୍ଭ ରାଶିରେ ବିରାଜମାନ ରହିଛନ୍ତି। ଶନିଦେବ ୨୯ ମାର୍ଚ୍ଚ ୨୦୨୫ରେ ମୀନ ରାଶିରେ ପ୍ରବେଶ କରିବେ। ଜାଣନ୍ତୁ ଆସନ୍ତା ୯ ମାସ ସମସ୍ତ ରାଶିରେ … Continue reading ୯ ମାସ ପର୍ଯ୍ୟନ୍ତ କେଉଁ ରାଶିରେ ଶନିଙ୍କ ରହିବ କି ପ୍ରଭାବ..