www.samajalive.in
Monday, December 8, 2025
14.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆଜି ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ..

୨୦ରେ ପଡିବ ଭୋଟ୍, ୫ ସଂସଦୀୟ ଏବଂ ୩୫ ବିଧାନସଭା ଆସନରେ ମତଦାନ..

- Advertisement -

ଶେଷ ଦିନରେ ଜନମତ ସଂଗ୍ରହ କରିବେ ପ୍ରାର୍ଥୀ, ସେପଟେ ଦେଶରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ..

ଆଜି ଓଡିଶାରେ ପ୍ରଚାର କରିବେ ବହୁ କେନ୍ଦ୍ରୀୟ ନେତା: ସୁନ୍ଦରଗଡ ବଣାଇ ଏବଂ ରାଜଗାଙ୍ଗପୁରରେ ଜନସଭାକୁ ସମ୍ବୋଧନ କରିବେ କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ..

ପାଲଲହଡା ଏବଂ ଦେବଗଡରେ ପ୍ରଚାର କରିବେ ସାଂସଦ ହେମାମାଳିନୀ, କଣ୍ଟାବାଞ୍ଜି ମୁରିବାହାଲରେ ସଭା କରିବେ କେନ୍ଦ୍ରମନ୍ତ୍ରୀ ଭୂପିନ୍ଦର ସିଂ ଯାଦବ..

ପୁଣି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ..

୩ଟି ବାସ୍ତୁ ଉପାୟ; ଘରେ ଜମା ହେବନି ଟଙ୍କା ଅଭାବ,କି ବାସ୍ତୁ ଦୋଷ..

ଆସନ୍ତାକାଲି ସନ୍ଧ୍ୟାରେ ପହଞ୍ଚିବେ ଭୁବନେଶ୍ଵର..

ଦଳୀୟ କାର୍ଯ୍ୟାଳୟରେ କରିବେ ସମୀକ୍ଷା..

୨୦ରେ ଶ୍ରୀଜିଉଙ୍କ ଦର୍ଶନ ପରେ ଶ୍ରୀକ୍ଷେତ୍ରରେ ରୋଡ୍ ଶୋ, ଅନୁଗୁଳ ଏବଂ କଟକରେ ମଧ୍ୟ ମାରାଥନ୍ ପ୍ରଚାର..

ଆଇପିଏଲ ମ୍ୟାଚରେ ଆଜି ହାଇଭୋଲଟେଜ୍ ଟକ୍କର..

ଆରସିବି ଏବଂ ଚେନ୍ନାଇ ମଧ୍ୟରେ ମୁକାବିଲା..

ଉଭୟ ଦଳ ପାଇଁ କର ବା ମର ସ୍ଥିତି, ଗତକାଲି ମୁମ୍ବାଇ ପାଇଁ ସଂଘର୍ଷପୂର୍ଣ୍ଣ ରହିଲା ମ୍ୟାଚ୍, ୧୮ ରନରେ ଜିତିଲା ଲକ୍ଷ୍ନୌ..

ଚଣ୍ଡିଗଡରେ ଟୁରିଷ୍ଟ ବସ୍‌ରେ ଲାଗିଲା ନିଆଁ : ଜିଅନ୍ତା ଜଳିଗଲେ ୮ ଯାତ୍ରୀ, ୨୪ ଆହତ..

ଜୟପୁର: ବସରେ ନିଆଁ ଲାଗି ୧୦ ଜୀବନ୍ତ ଦଗ୍ଧ..

ଶୁକ୍ରଙ୍କ ରାଶି ପରିବର୍ତ୍ତନ ; ଭାଗ୍ୟଶାଳୀ ହେବେ ଏହି ରାଶି, ହେବନି ପକେଟ୍ ଖାଲି, ମିଳିବ ଚାକିରି..

ହରିୟାଣାର ନୁହଠାରେ ଏକ ପର୍ଯ୍ୟଟକ ବସରେ ନିଆଁ ଲାଗିଯିବାରୁ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା, ୨୪ରୁ ଊର୍ଦ୍ଧ୍ବ ଆହତ..

ମାଲକାନଗିରି: ପୁଲିସ ଗୁଳିରେ ମାଓବାଦୀ ନିହତ, ଛତିଶଗଡ଼଼ର ସୁକମା ଅଞ୍ଚଳରେ ସର୍ଚ୍ଚ ଅପରେଶନ ବେଳେ ଗୁଳିବିନିମୟ..

ସକାଳୁ ସକାଳୁ ଭୁବନେଶ୍ୱରରେ ଅସହ୍ୟ ତାତି..

ସକାଳ ସାଢେ ୮ଟାରେ ଭୁବନେଶ୍ୱର ୩୪.୬ଡିଗ୍ରୀ..

ଧର୍ମଗଡ ବସଷ୍ଟାଣ୍ଡ ନିକଟରେ ଦୁର୍ଘଟଣା: ଗାଈକୁ ଧକ୍କା ଦେଇ ଦୋକାନ ଭିତରେ ପଶିଗଲା ସ୍କର୍ପିଓ..

ଘଟଣାସ୍ଥଳରେ ଗାଈର ମୃତ୍ୟୁ, କାରରେ ଥିବା ୫ ଅଟକ..

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories