mission shakti banner

ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ୩ ଗିରଫ

nua o banner
0

ଜୟପୁର : ରାଜସ୍ଥାନର ରାଜସମନ୍ଦ ଜିଲାରେ ମହାତ୍ମା ଗାନ୍ଧିଙ୍କର ଏକ ପ୍ରତିମୂର୍ତ୍ତିକୁ ଭାଙ୍ଗିଥିବା ଅଭିଯୋଗରେ ପୁଲିସ ତିନିଜଣଙ୍କୁ ଗିରଫ କରିଛି। ସୋମବାର ଏହି ଘଟଣା ଘଟିଥିଲା। ତେବେ ପ୍ରତିମୂର୍ତ୍ତି ନିକଟରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ବୁଧବାର ଅଭିଯୁକ୍ତଙ୍କୁ ଗିରଫ କରିଛି।

Leave A Reply