www.samajalive.in
Monday, December 15, 2025
14.1 C
Bhubaneswar

ବୁଝାମଣାପତ୍ର ସ୍ୱାକ୍ଷରିତ – ଜାହାଜ ନିର୍ମାଣରେ ଅଧିକ ବ୍ୟବହାର ହେବ ଦେଶ ତିଆରି ଯନ୍ତ୍ରାଂଶ

ଡେସ୍କ: ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଜାହାଜ ନିର୍ମାଣରେ ସ୍ୱଦେଶୀ ସାମଗ୍ରୀ ବୃଦ୍ଧି ପାଇଁ ସ୍ୱଦେଶୀ ସାମୁଦ୍ରିକ ଗ୍ରେଡ୍ ଇସ୍ପାତ ଯୋଗାଣ ପାଇଁ ନୂଆଦିଲ୍ଲୀଠାରେ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଏହି ଭାଗିଦାରୀ ମାଧ୍ୟମରେ ଉଭୟ ସଂସ୍ଥା ସ୍ୱଦେଶୀକରଣକୁ ପ୍ରୋତ୍ସାହିତ କରିବା, ଦେଶର ସ୍ୱାର୍ଥ ପାଇଁ ଏହି ଜିନିଷଗୁଡିକର ଉତ୍ପାଦନ ଏବଂ ବ୍ୟବହାର ପାଇଁ ଦକ୍ଷତା ବୃଦ୍ଧି କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି।

ଭୁବନେଶ୍ବର ବିମାନବନ୍ଦରରୁ ୪ କେଜି ସୁନା ଜବତ

- Advertisement -

ଏହି ବୁଝାମଣାପତ୍ର ଜଟିଳ ସୁରକ୍ଷା ଆହ୍ୱାନର ମୁକାବିଲା ପାଇଁ ସରକାରୀ-ଘରୋଇ ଭାଗିଦାରୀ ଉପରେ ଗୁରୁତ୍ୱ ଦିଆଯାଇଛି। ଆଇସିଜି ପାଇଁ ସାମୁଦ୍ରିକ-ଗ୍ରେଡ୍ ଇସ୍ପାତର ଠିକ୍ ସମୟରେ ଯୋଗାଣ ପାଇଁ ଜାହାଜ ନିର୍ମାଣ ୟାର୍ଡଗୁଡ଼ିକୁ ଏହି ବୁଝାମଣା ପତ୍ରରେ ଉତ୍ପାଦନ ପାଇଁ ନିର୍ଦ୍ଧାରିତ ଇସ୍ପାତ କାରଖାନା ସହିତ ଗୁଣବତ୍ତା, ଗ୍ରେଡ୍ ଏବଂ ପରିମାପ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ସୁବିଧା ରଖାଯାଇଛି।

ଆପ୍ ନେତା ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ମେ’ ୨୧ ପର୍ଯ୍ୟନ୍ତ ବୃଦ୍ଧି

ଆଇସିଜିର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଆଇସିଜିର ଉପମହାନିର୍ଦ୍ଦେଶକ, ଆଇସିଜି ଆଇଜି ଏଚ୍ କେ ଶର୍ମା ଏବଂ ଜେଏସ୍ ପିର ମୁଖ୍ୟ ମାର୍କେଟିଂ ଅଫିସର ଏସ୍ କେ ପ୍ରଧାନ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ।

ଆଜି ବିଶ୍ୱ ଥାଲାସେମିଆ ଦିବସ, ଉନ୍ନତ ଚିକିତ୍ସା ସମସ୍ତଙ୍କ ପାଇଁ ଆହ୍ୱାନ

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories