ଆପ୍ ନେତା ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ମେ’ ୨୧ ପର୍ଯ୍ୟନ୍ତ ବୃଦ୍ଧି

ଡେସ୍କ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆପ୍ ନେତା ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହେପାଜତକୁ ଦିଲ୍ଲୀର ଏକ ଅଦାଲତ ମେ’ ୨୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପୂର୍ବରୁ ଦିଆଯାଇଥିବା ବିଚାର ବିଭାଗୀୟ ହାଜତ ଅବଧି ସରିବା ପରେ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର ହେବା ପରେ ସ୍ୱତନ୍ତ୍ର ବିଚାରପତି କାବେରୀ ବାଭେଜା ସିସୋଦିଆଙ୍କ ହେପାଜତ ଅବଧି ବୃଦ୍ଧି କରିଛନ୍ତି। ଆଜି ବିଶ୍ୱ ଥାଲାସେମିଆ ଦିବସ, ଉନ୍ନତ ଚିକିତ୍ସା ସମସ୍ତଙ୍କ ପାଇଁ ଆହ୍ୱାନ ପ୍ରବର୍ତ୍ତନ … Continue reading ଆପ୍ ନେତା ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ମେ’ ୨୧ ପର୍ଯ୍ୟନ୍ତ ବୃଦ୍ଧି