www.samajalive.in
Tuesday, December 9, 2025
23.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ବିଜେଡିର ଶେଷ ପ୍ରାର୍ଥୀ ତାଲିକା ପ୍ରକାଶ..

ବାକି ଥିବା ୩ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲେ ବିଜେଡି ସୁପ୍ରିମୋ..

- Advertisement -

ନୀଳଗିରିରୁ ସୁକାନ୍ତ ନାୟକ..

କୋରେଇରୁ ପ୍ରାର୍ଥୀ ହେଲେ ସନ୍ଧ୍ୟାରାଣୀ ଦାସ..

ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନ..

ମଙ୍ଗଳ-ରାହୁ ଏକାଠି ; କିଛି ଦିନରେ ଏହି ରାଶିଙ୍କ ଉପରେ ହେବ ଧନବର୍ଷା, ସୁନାଭଳି ଚମକିବ ଭାଗ୍ୟ..

ତାତିରୁ ତ୍ରାହି ଦେବ କାଳବୈଶାଖୀ, ମିଳିବ ଆଶ୍ୱସ୍ତି, ମେ ୫ ପରଠାରୁ ତାତି କମିବା ସମ୍ଭାବନା..

ଆଗାମୀ ୭ ଦିନ ଯାଏଁ ଘଡଘଡି ସହ ଝଡ ବର୍ଷା ସମ୍ଭାବନା..

ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..

କଣ୍ଟାବାଞ୍ଜି ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ..

ଅକ୍ଷୟ ତୃତୀୟାରେ ସୁନା ନା ଚାନ୍ଦି : କ’ଣ କିଣିଲେ କି ଲାଭ ମିଳେ..

ରାଜ୍ୟରେ ହେଭିୱେଟ୍ ନେତାଙ୍କ ନାମାଙ୍କନ ଦାଖଲ..

ବିଜେଡିର ମନ୍ମଥ ରାଉତରାୟ, ବିଜେପିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା..

ବିଜେଡିର ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ..

କଲବଲ କରୁଛି ତାତି: ଆଗାମୀ ୩ଦିନ ଯାଏଁ ଗ୍ରୀଷ୍ମକୋପରୁ ତ୍ରାହି ନାହିଁ ..

ସିଭିୟର ହିଟଓ୍ବେଭ୍ ନେଇ ଆଜି ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ..

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories