www.samajalive.in
Tuesday, December 9, 2025
17.1 C
Bhubaneswar

ଜାଣନ୍ତୁ ଶୀତଦିନେ କିପରି ନିଜ ସ୍ୱାସ୍ଥ୍ୟର ଯତ୍ନ ନେବେ

ଶୀତଦିନରେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ ଅଟେ। ନିଜ ଖାଦ୍ୟରେ ସାଧାରଣ ପରିବର୍ତ୍ତନ ଆଣିବା ଦ୍ୱାରା ଆମର ଶରୀର ସୁସ୍ଥ ରହିଥାଏ। କାରଣ ଖାଦ୍ୟଦ୍ରବ୍ୟରୁ ମିଳୁଥିବା ପୋଷକତତ୍ତ୍ୱ ଆମ ସ୍ୱାସ୍ଥ୍ୟ ଉପରେ ବହୁ ପ୍ରକାରର ପ୍ରଭାବ ପକାଇଥାଏ। ଥଣ୍ଡା ଦିନରେ ଖାଦ୍ୟପେୟ ଉପରେ ସାମାନ୍ୟ ଧ୍ୟାନ ଦେଲେ ଆମ ହଜମ ପ୍ରକ୍ରିୟା ସୂଚାରୁ ରୂପେ କାର୍ଯ୍ୟ କରିଥାଏ। ଜାଣନ୍ତୁ ଶୀତଦିନେ କିପରି ନିଜ ସ୍ୱାସ୍ଥ୍ୟର ପ୍ରତି ଧ୍ୟାନ ଦେବେ….
ଶୀତଦିନରେ ନିଜର ରକ୍ତଚାପ ଓ ରକ୍ତରେ ଶର୍କରାର ମାତ୍ରା ସଠିକ ରଖିବା ପାଇଁ ଖାଦ୍ୟରେ ଲୁଣ ମାତ୍ରା କମ କରନ୍ତୁ। ଏତଦ ବ୍ୟତୀତ ଲୁଣର ମାତ୍ରା କମ କରିବା ଦ୍ୱାରା ହୃଦଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।
ଏହି ଦିନରେ ଭାତ, ଦଲିଆ ଆଦି ଖାଇବା ଦ୍ୱାରା ମଧ୍ୟ ସ୍ୱାସ୍ଥ୍ୟ ଭଲ ରହିଥାଏ।
ଫଳ ଓ ପନିପରିବା ଅଧିକ ମାତ୍ରାରେ ଖାଇବା ମଧ୍ୟ ଆବଶ୍ୟକ। ଏଥିରେ ଥିବା ଭିଟାମିନ ଓ ମିନେରାଲ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ।
ସକାଳର ଜଳଖିଆରେ ଅଣ୍ଡା, ପାଉଁରୁଟି, ଦୋସା, ଉପମା, ଉଷୁମ କ୍ଷୀର ପିଇବା ଦ୍ୱାରା ଶରୀରକୁ ଅଧିକ ପରିମାଣରେ ଭିଟାମିନ ମିଳିଥାଏ।
ଶୀତଦିନରେ ଅଧିକ ମାତ୍ରାରେ ପାଣି ପିଅନ୍ତୁ।
ଏହି ଦିନରେ ଭାତ ଖାଇବା ମଧ୍ୟ ଶରୀର ପାଇଁ ଉତ୍ତମ ଅଟେ।
ରାତିରେ ଶୋଇବା ପୂର୍ବରୁ ଉଷୁମ କ୍ଷୀରରେ ହଳଦୀ ମିଶାଇ ପିଅନ୍ତୁ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories