www.samajalive.in
Monday, December 8, 2025
14.1 C
Bhubaneswar

ଓଃ କି ଗରମ ; ଜଙ୍ଗଲ ମଝିରେ ଖରାରେ ଏମିତି କଲା ବାଘୁଣୀ, ଦେଖନ୍ତୁ ଭିଡିଓ..

ନୂଆଦିଲ୍ଲୀ : ଖରାର ପ୍ରଭାବରେ ମନୁଷ୍ୟ ଠାରୁ ଆରମ୍ଭ କରି ଜୀବଜନ୍ତୁ ସମସ୍ତେ ଅସ୍ତବ୍ୟସ୍ତ। ନିକଟରେ ଜଣେ ଆଇଏଏସ ଅଧିକାରୀ ବାଘୁଣୀର ଏକ ମନଛୁଆଁ ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଭିଡିଓରେ ଦେଖାଯାଉଛି, ଖରାବେଳ ସମୟରେ ଜଙ୍ଗଲ ମଧ୍ୟରେ ଏକ ଛୋଟ ଗର୍ତ୍ତରେ ଥିବା ପାଣିରେ ବସି ରହିଥିବା ଦେଖିବାକୁ ମିଳୁଛି। ଏହି ଭିଡିଓଟି ତାମିଲନାଡୁର ମୁଦୁମଲାଇ ବ୍ୟାଘ୍ର ଅଭୟାରଣ୍ୟର ବୋଲି ଜଣାପଡିଛି।

ଗାଧୁଆ ଘର ପାଇଁ କ’ଣ କହେ ବାସ୍ତୁ ; ଏହି ଗୋଟିଏ ଜିନିଷ ରଖିଲେ ଦୂର ହେବ ବାସ୍ତୁ ଦୋଷ..

- Advertisement -

ଗୁରୁବାର ସେୟାର କରାଯାଇଥିବା ଏହି ଭିଡିଓରେ ବାଘୁଣୀଟି ଭୀଷଣ ଖରା, ଗରମରେ ଜଙ୍ଗଲରେ ଗର୍ତ୍ତ ମଧ୍ୟରେ ଥିବା ପାଣି ଭିତରେ ବସି ରହିଥିବାର ଦେଖାଯାଉଛି। ଭିଡିଓକୁ ଦେଖିବା ପରେ ଲୋକେ ଏହାକୁ ପସନ୍ଦ କରିବା ସହ ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି।

ଜାତକରେ ଏହି ସ୍ଥାନରେ ଶନି ରହିଲେ ରାଜା ଭଳି ମିଳେ ଜୀବନ, ହୋଇଥାଏ ଧନ ବୃଦ୍ଧି..

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories