ଗାଧୁଆ ଘର ପାଇଁ କ’ଣ କହେ ବାସ୍ତୁ ; ଏହି ଗୋଟିଏ ଜିନିଷ ରଖିଲେ ଦୂର ହେବ ବାସ୍ତୁ ଦୋଷ..

ବାସ୍ତୁ ଶାସ୍ତ୍ରରେ ସଠିକ୍ ଦିଗରେ ଘରର ମୁଖ୍ୟ ଦ୍ୱାର ଠାରୁ ଆରମ୍ଭ କରି ଶୟନ କକ୍ଷ, ବୈଠକ କକ୍ଷ, ପଢା କକ୍ଷ, ରୋଷେଇ ଘରର ବିଶେଷ ମହତ୍ତ୍ୱ ରହିଛି। ଘରେ ଏସବୁ କକ୍ଷ ଭୁଲ୍ ଦିଗରେ ରହିଲେ ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ। ଏହାର ନକରାତ୍ମକ ପ୍ରଭାବ ପରିବାର ସଦସ୍ୟଙ୍କ ଉପରେ ପଡିଥାଏ। ଜାତକରେ ମଧ୍ୟ ଗ୍ରହଙ୍କ କୁପ୍ରଭାବ ପଡିଥାଏ। ଜାଣନ୍ତୁ ଗାଧୁଆ ଘର ସହ ଜଡିତ କିଛି ବାସ୍ତୁ ନିୟମ ବିଷୟରେ.. ଘରେ ରଖନ୍ତୁ ୩ଟି … Continue reading ଗାଧୁଆ ଘର ପାଇଁ କ’ଣ କହେ ବାସ୍ତୁ ; ଏହି ଗୋଟିଏ ଜିନିଷ ରଖିଲେ ଦୂର ହେବ ବାସ୍ତୁ ଦୋଷ..