www.samajalive.in
Saturday, December 6, 2025
15.1 C
Bhubaneswar

ଗାଧୁଆ ଘର ପାଇଁ କ’ଣ କହେ ବାସ୍ତୁ ; ଏହି ଗୋଟିଏ ଜିନିଷ ରଖିଲେ ଦୂର ହେବ ବାସ୍ତୁ ଦୋଷ..

ବାସ୍ତୁ ଶାସ୍ତ୍ରରେ ସଠିକ୍ ଦିଗରେ ଘରର ମୁଖ୍ୟ ଦ୍ୱାର ଠାରୁ ଆରମ୍ଭ କରି ଶୟନ କକ୍ଷ, ବୈଠକ କକ୍ଷ, ପଢା କକ୍ଷ, ରୋଷେଇ ଘରର ବିଶେଷ ମହତ୍ତ୍ୱ ରହିଛି। ଘରେ ଏସବୁ କକ୍ଷ ଭୁଲ୍ ଦିଗରେ ରହିଲେ ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ। ଏହାର ନକରାତ୍ମକ ପ୍ରଭାବ ପରିବାର ସଦସ୍ୟଙ୍କ ଉପରେ ପଡିଥାଏ। ଜାତକରେ ମଧ୍ୟ ଗ୍ରହଙ୍କ କୁପ୍ରଭାବ ପଡିଥାଏ। ଜାଣନ୍ତୁ ଗାଧୁଆ ଘର ସହ ଜଡିତ କିଛି ବାସ୍ତୁ ନିୟମ ବିଷୟରେ..

ଘରେ ରଖନ୍ତୁ ୩ଟି ଜିନିଷ : ଚୁମ୍ବକ ଭଳି ଟାଣି ହୋଇ ଆସେ ଟଙ୍କା, ଦୂର ହୁଏ ବାସ୍ତୁ ଦୋଷ..

- Advertisement -

ଅଧିକାଂଶ ଲୋକଙ୍କ ଅଭ୍ୟାସ ଗାଧୁଆ ଘର ବ୍ୟବହାର କରିବା ପରେ ଏହାକୁ ସେପରି ଓଦା ଛାଡି ଦେବା। ମାତ୍ର ଏହାଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ। ଏହାସହ ଆର୍ଥିକ କ୍ଷେତ୍ରରେ ମଧ୍ୟ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ବାସ୍ତୁ ଦୋଷକୁ କମ୍ କରିବା ପାଇଁ ଗାଧୁଆ ଘରକୁ ବ୍ୟବହାର କରିବା ପରେ ଏହାକୁ ଶୁଖାଇ ଦିଅନ୍ତୁ।

ଘରେ କଦାପି ଗୋଟିଏ ଜାଗାରେ ଗାଧୁଆ ଘର ଓ ପାଇଖାନାକୁ ଏକାଠି ତିଆରି କରନ୍ତୁ ନାହିଁ। ଏହାଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ। ଜୀବନରେ ଅନେକ ସମସ୍ୟା ସହ ଅସଫଳତା ଲାଗି ରହିଥାଏ। ସ୍ୱାସ୍ଥ୍ୟ ଜନିତ ସମସ୍ୟା ଲାଗି ରହିଥାଏ।

ଜାତକରେ ଏହି ସ୍ଥାନରେ ଶନି ରହିଲେ ରାଜା ଭଳି ମିଳେ ଜୀବନ, ହୋଇଥାଏ ଧନ ବୃଦ୍ଧି..

ଗାଧୁଆ ଘର ସହ ଜଡିତ ବାସ୍ତୁ ଦୋଷ ଦୂର କରିବା ପାଇଁ କିଛି ସରଳ ଉପାୟ ରହିଛି। ବାସ୍ତୁ ଦୋଷରୁ ମୁକ୍ତି ପାଇବା ପାଇଁ ଗାଧୁଆ ଘରେ କିଛି ଫିଟିକିରି ନିଶ୍ଚୟ ରଖନ୍ତୁ। ମାତ୍ର ଏପରି ସ୍ଥାନରେ ଫିଟିକିରି ରଖନ୍ତୁ ଯେପରି କାହା ନଜରରେ ପଡୁନଥିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories