ଘରେ ରଖନ୍ତୁ ୩ଟି ଜିନିଷ : ଚୁମ୍ବକ ଭଳି ଟାଣି ହୋଇ ଆସେ ଟଙ୍କା, ଦୂର ହୁଏ ବାସ୍ତୁ ଦୋଷ..

ବାସ୍ତୁ ଶାସ୍ତ୍ରରେ କେତେକ ଶୁଭ ଜିନିଷ ବିଷୟରେ ବର୍ଣ୍ଣନା କରାଯାଇଛି। ଯାହାକୁ ଘରେ ରଖିବା ଦ୍ୱାରା ବିଭିନ୍ନ ଆର୍ଥିକ ସମସ୍ୟା ଦୂର ହେବା ସହ ଲୁହା ଚୁମ୍ବକ ଦ୍ୱାରା ଆକର୍ଷିତ ହେବା ଭଳି ଏହି ଉପାୟରେ ଟଙ୍କା ଘରକୁ ଟାଣି ହୋଇ ଆସିଥାଏ। ଘରେ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ। ମା’ଲକ୍ଷ୍ମୀଙ୍କ କୃପା ବର୍ଷି ଥାଏ। ଜାଣନ୍ତୁ.. ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଶୁଭ ଜିନିଷ ରଖିବା ଉଚିତ୍। ଏହା ଶୁଭଫଳ ପ୍ରଦାନ କରିଥାଏ। ଘରେ ସମସ୍ୟା … Continue reading ଘରେ ରଖନ୍ତୁ ୩ଟି ଜିନିଷ : ଚୁମ୍ବକ ଭଳି ଟାଣି ହୋଇ ଆସେ ଟଙ୍କା, ଦୂର ହୁଏ ବାସ୍ତୁ ଦୋଷ..