nua o banner

ବାଘଛାଲ ଜବତ, ୨ ଗିରଫ

BSKY banner  750×100

ଭବାନୀପାଟଣା: ଏସଟିଏଫ ଦ୍ଵାରା ନର୍ଲା ରୋଡର ଏକ ଲଜରୁ ଗୋଟାଏ ବାଘଛାଲ ଜବତ ହେଇଛି। ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରିଛି ଏସଟିଏଫ। ଗିରଫ ଦୁଇଜଣ ନର୍ଲା ପଟାଙ୍ଗପଡ଼ାର ପୂର୍ଣ୍ଣଚନ୍ଦ୍ର ବାଗ (୩୫) ଏବଂ ଲାଞ୍ଜିଗଡ ଥାନା ତାଳବୋରା ଗାଁର ଚକ୍ର ବେନାଲ (୪୫) ବୋଲି ଜଣାପଡିଛି। ଗିରଫ ଦୁଇଜଣଙ୍କ ଠାରୁ କଲରାପତିଆ ବାଘ ଛାଲ କିଣିବା ପାଇଁ ଡିଲ କରି ଜବତ କରିଛି ଏସଟିଏଫ। ଆଜି ଗିରଫ ଦୁଇଜଣଙ୍କୁ ମଦନପୁର ରାମପୁର କୋର୍ଟ ଚାଲାଣ କରିଛନ୍ତି।

Comments are closed.