www.samajalive.in
Monday, December 15, 2025
24.1 C
Bhubaneswar

ବୋଟ୍ ଆଣିଲା ନୂଆ ଇୟରବଡ୍ସ, ଦାମ୍ ବହୁତ କମ୍

ନୂଆଦିଲ୍ଲୀ : ଟେକ୍  ବ୍ରାଣ୍ଡ୍ ବୋଟ୍ ଏୟାରଡପ୍ସ ୯୧ ଲଞ୍ଚ୍ କରିବା ପରେ ଏବେ ଭାରତରେ ନୂଆ ସମ୍ପୂର୍ଣ୍ଣ ଓ୍ବେୟାରଲେସ୍ ଇୟରବଡ୍ସ, ଏୟାରଡପ୍ସ ୧୨୦ ନେଇଆସିଛି । ଏହାର ଦାମ୍ ୧ ହଜାର ଟଙ୍କାର କମ୍ ଏବଂ ଏହା ୪୦ ଘଣ୍ଟା ପର୍ଯ୍ୟନ୍ତ ବ୍ୟାଟେରୀ ବ୍ୟାକଅପ୍ ପ୍ରଦାନ କରିଥାଏ । ଏହା ସହିତ ଏହା ଆଇପିଏକ୍ସ୪ ଜଳରୋଧୀ କ୍ଷମତା ସହିତ ମଧ୍ୟ ଆସୁଛି ।

ଏୟାରଡପ୍ସ ୧୨୦ ର ଦାମ୍ ମାତ୍ର ୮୯୯ ଟଙ୍କା ରଖାଯାଇଛି ଏବଂ ଏହା ୨୩ ମାର୍ଚ୍ଚରୁ ଆମାଜନରେ ମିଳିବା ଆରମ୍ଭ ହୋଇଯିବ । ଏହା ୪ ପ୍ରକାର ରଙ୍ଗର ବିକଳ୍ପ ସହିତ ଆସିବ । ଏହା ସହିତ ଏଥିରେ ୧ ବର୍ଷର ଓ୍ବାରେଣ୍ଟି ମଧ୍ୟ ମିଳିବ ।

- Advertisement -

ଏହା ୧୦ ଏମଏମ ଡ୍ରାଇଭର ସହିତ ଆସିଥାଏ ଏବଂ ଉତ୍ତମ ମାନର ଶବ୍ଦ ପ୍ରଦାନ କରିଥାଏ । ଏଥିରେ ବ୍ଲୁଟୁଥ୍ ୫.୩ ଲାଗିଛି । ଏଥିରେ ଟଚ୍ ସେନ୍ସର ମଧ୍ୟ ରହିଛି ଯାହା ଦ୍ବାରା ଆପଣ ଗୀତ ବଦଳାଇପାରିବେ ଏବଂ ଫୋନ୍ ରିସିଭ୍ ମଧ୍ୟ କରିପାରିବେ । ଏହାର ଟାଇପ୍-ସି ଚାର୍ଜିଂ ପୋର୍ଟ ରହିଛି ଯାହା ଫାଷ୍ଟ୍ ଚାର୍ଜିଂକୁ ସପୋର୍ଟ କରିବ ।

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories