www.samajalive.in
Sunday, December 7, 2025
26.1 C
Bhubaneswar

୫୫ଫୁଟ ସମୁଦ୍ର ତଳେ ସ୍କୁବା ଡାଇଭିଂ: କମାଲ କଲେ ଓଡ଼ିଆ ବାପା-ଝିଅ

ସମାଜ ଡିଜିଟାଲ ଡେସ୍କ: ଦୁବାଇ ନିବାସୀ ଓଡ଼ିଆ ବାପା-ଝିଅ ଗଭୀର ସମୁଦ୍ର ତଳେ ସ୍କୁବା ଡାଇଭିଂ କରି କମାଲ କରିଛନ୍ତି। ୫୫ଫୁଟ ଗଭୀର ସମୁଦ୍ର ତଳେ ଥିବା ଉଡାଜାହାଜ ଭିତରକୁ ସ୍କୁବା ଡାଇଭିଂ କରିଛନ୍ତି ପ୍ରିୟଦର୍ଶୀ ପାଣିଗ୍ରାହୀ ଓ ତାଙ୍କ ୧୩ ବର୍ଷର ଛଇଅ ତିସ୍ୟା ପାଣିଗ୍ରାହୀ। ସ୍କୁବା ଡାଇଭିଂ କରି ଜୋର୍ଡାନର ଅକାବା ନିକଟ ଲୋହିତ ସାଗରରେ ବୁଡି ରହିଥିବା ହରକୁଲସ-ସି ୧୩୦ ଏୟାରକ୍ରାଫ୍ଟ ଭିତରକୁ ପ୍ରବେଶ କରିଥିଲେ। ଆକାବା ଉପକୂଳରୁ ୩୦୦ମିଟର ଦୂରରେ ହରକୁଲସ ସି-୧୩୦ ବିମାନକୁ ୨୦୧୭ରେ କୃତ୍ରିମ ପ୍ରବାଳ ପ୍ରାଚୀର ସୃଷ୍ଟି କରିବା ଉଦ୍ଦେଶ୍ୟରେ ସମୁଦ୍ର ଗର୍ଭରେ ବୁଡାଇ ଦିଆଯାଇଥିଲା ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories