ପେଟିଏମକୁ ବଡ଼ ଝଟକା.. ପେଟିଏମ ପେମେଣ୍ଟସ ବ୍ୟାଙ୍କ ଉପରେ ଆରବିଆଇର କଟକଣା.. ଆଉ ପେଟିଏମରେ ଯୋଡ଼ି ହୋଇପାରିବେନି ନୂଆ ଗ୍ରାହକ.. ଫେବୃଆରୀ ୨୯ଠାରୁ ପେଟିଏମରେ ହୋଇପାରିବନି ଡିପୋଜିଟ..
ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ପତ୍ନୀଙ୍କ ନାଁରେ ଦ୍ଵିତୀୟ ଥର ଚାର୍ଜ ଫ୍ରେମ୍ କଲେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ..
ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମାନରେ ସମ୍ମାନିତ ହେବେ ବିଶିଷ୍ଟ ଭାଷାବିତ୍ ତକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ..
ଇଡି ଅଧିକାରୀଙ୍କ ବିରୋଧରେ ଏତଲା ଦେଲେ ହେମନ୍ତ ସୋରେନ୍
ବଜେଟ୍ ପୂର୍ବରୁ ସରକାରଙ୍କ ବଡ଼ ଘୋଷଣା.. ଶସ୍ତା ହେବ ସ୍ମାର୍ଟଫୋନ୍..
ମଦ ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲା ଇଡିର ପଞ୍ଚମ ସମନ..
ତୋଶାଖାନା ମାମଲାରେ ଇମ୍ରାନ ଖାନ୍ ଓ ପତ୍ନୀଙ୍କୁ ୧୪ ବର୍ଷ ଜେଲ୍.. ୭୮ କୋଟି ଲେଖାଏଁ ଜରିମାନା..
କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ ..
ସଂସଦର ନୂଆ ଭବନରେ ନୂଆ ଭାରତର ଝଲକ୍.. ସଂସଦର ବଜେଟ୍ ଅଧିବେଶନ ଆରମ୍ଭ.. ଶ୍ରେଷ୍ଠ ଭାରତ ସଂକଳ୍ପ ପାଇଁ ଆହ୍ୱାନ-ରାଷ୍ଟ୍ରପତି..
ଜ୍ଞାନବ୍ୟାପୀ ପରିସରରେ ହିନ୍ଦୁ ପକ୍ଷଙ୍କୁ ପୂଜା ପାଇଁ ଅନୁମତି.. ୭ ଦିନ ଭିତରେ ବ୍ୟବସ୍ଥା କରାଇବାକୁ କୋର୍ଟଙ୍କ ନିର୍ଦ୍ଦେଶ..
୩ ଜିଲାରେ ଗଡିଲା ଲକ୍ଷ୍ମୀ ବସ.. ଭିଡ଼ିଓ କନଫରେନ୍ସିଂରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ..
ଲୁଟେରାଙ୍କ ଟାର୍ଗେଟରେ ରାଜଧାନୀ ଆପାର୍ଟମେଣ୍ଟ.. ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିଲେ.. ପାହାଳ ଥାନା ଭୀମପୁର କଲ୍ୟାଣୀ ହାଇଟ୍ସର ୩ଟି ପ୍ଲାଟରୁ ଲୁଟ୍ ହୋଇଛି..
ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ସାମୟିକ ଆଶ୍ୱସ୍ତି .. ସୁପ୍ରିମକୋର୍ଟରୁ ସାମୟିକ ଆଶ୍ୱସ୍ତି ପାଇଛନ୍ତି ଜୟନାରାୟଣ..
ଫେବୃଆରୀ ୬ରେ ଓଡିଶା ଆସିବେ ସାଂସଦ ରାହୁଲ ଗାନ୍ଧୀ..



