www.samajalive.in
Monday, December 15, 2025
15.1 C
Bhubaneswar

ପୂଜା ମଣ୍ଡପରୁ ସୁନା ଅଳଙ୍କାର ଚୋରି

କଟକ: କଟକରେ ଥମୁନି ଚୋରି, ଲୁଟପାଟ୍ ଭଳି ଘଟଣା। କଟକ ଦରଖାପାଟଣା ଅଞ୍ଚଳରୁ ପୁଣି ଚୋରି ଅଭିଯୋଗ ହୋଇଛି। ପୂଜା ମଣ୍ଡପରୁ ସୁନା ଅଳଙ୍କାର ଚୋରି ହୋଇଛି। କିଛି ଦୁର୍ବୁତ୍ତ ମଣ୍ଡପ ତାଲା ଭାଙ୍ଗି ଚାନ୍ଦି ମୁକୁଟ ସହ ସୁନା ଅଳଙ୍କାର ଚୋରି କରିନେଇଛନ୍ତି।  ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ସୋମବାର ସକାଳେ ସ୍ଥାନୀୟ ଲୋକ ତାଲା ଭଙ୍ଗା ଯାଇଥିବା ଦେଖି ପୁଲିସକୁ ଖବର ଦେଇଥିଲେ । ସିସି ଟିଭି କ୍ୟାମେରାରେ ଚୋରି ବେଳର ପୁରା ଭିଜୁଆଲ କଏଦ ହୋଇଛି। ଯାହାକୁ ଆଧାର କରି ପୁଲିସ ଛାନଭିନ୍ ଜାରି ରଖିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories