www.samajalive.in
Sunday, December 7, 2025
16.1 C
Bhubaneswar

ଥାଇଲାଣ୍ଡରେ ୧୦ ହଜାର ଫୁଟ ଉପରେ ଉଡିଲା ପ୍ରଭୁ ଶ୍ରୀରାମଙ୍କ ଧ୍ବଜା, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଏବେ ଭଗବାନ ଶ୍ରୀରାମଙ୍କ ଦର୍ଶନ ପାଇଁ ଭିଡ ଲାଗୁଛି । ଶ୍ରଦ୍ଧାଳୁମାନେ ଶ୍ରୀରାମଙ୍କ ଦର୍ଶନ ପାଇଁ ବ୍ୟାକୁଳ ହେଉଛନ୍ତି । ରାମଭକ୍ତ ପ୍ରଭୁ ଶ୍ରୀରାମଙ୍କର ଅନେକ ଫଟୋ, ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଏହି ତାଲିକାରେ ଏବେ ଜଣେ ପୂର୍ବତନ ନୌସେନା ଅଧିକାରୀ ଲେଫ୍ଟିନାଣ୍ଟ କମାଣ୍ଡର ରାଜକୁମାରଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଏହାକୁ ଦେଖି ଆପଣଙ୍କ ମୁହଁରୁ ମଧ୍ୟ ବାହାରି ଆସିବ ‘ଜୟ ଶ୍ରୀରାମ’ ।

ଭାଇରାଲ ଭିଡିଓରେ ଜଣେ ଅବସରପ୍ରାପ୍ତ ନୌସେନା ଅଧିକାରୀ ଥାଇଲାଣ୍ଡରେ ୧୦,୦୦୦ ଫୁଟ ଉଚ୍ଚତାରୁ ଜୟଶ୍ରୀରାମ ପତାକା ସହିତ ସ୍କାଇଡାଇଭିଂ କରୁଥିବା ନଜର ଆସୁଛନ୍ତି । ଏହି ଦୃଶ୍ୟ ଦେଖି ଲୋକେ ଚକିତ ହୋଇଯାଉଛନ୍ତି ।

- Advertisement -

 

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ଭିଡିଓ @CBC_Chandigarh ନାମକ ଆକାଉଣ୍ଟରୁ ସେୟାର କରାଯାଇଛି । ପ୍ରାୟ ୧୦ ହଜାର ଫୁଟ ଉପରେ ପ୍ରଭୁ ଶ୍ରୀରାମଙ୍କ ପତାକା ଦେଖି ଭକ୍ତ ବିଭୋର ହୋଇପଡୁଛନ୍ତି । ଭିଡିଓକୁ ବେଶ୍ ପସନ୍ଦ କରୁଛନ୍ତି ୟୁଜର୍ସ । ଲାଇକ୍ ଏବଂ କମେଣ୍ଟ କରିବା ସହିତ ଏହାକୁ ସେୟାର କରୁଛନ୍ତି ୟୁଜର୍ସ ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories