www.samajalive.in
Sunday, December 7, 2025
14.1 C
Bhubaneswar

ଆଜି ବି ବ୍ୟବସାୟୀଙ୍କ ଘରେ ରେଡ୍ : ଅଢେଇ କୋଟି ଟଙ୍କା ଓ ୩ କେଜି ସୁନା ଅଳଙ୍କାର ଜବତ

ସୁନ୍ଦରଗଡ : ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଘରେ ଆଇଟି ରେଡ୍ ଜାରି ରହିଛି। ତିନି ଦିନ ହେଲା ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରେ ଚଢଉ ଚାଲିଛି। ରାଜ୍ୟ ଭିତରେ ଏବଂ ବାହାରେ ଏକକାଳୀନ ୩୦ଟି ସ୍ଥାନରେ ରେଡ୍ କରାଯାଉଛି। ରାଉରକେଲାରେ ୭ଟି , ସୁନ୍ଦରଗଡରେ ୨ଟି ସ୍ଥାନ ଏବଂ ରାଜଗାଙ୍ଗପୁରରେ ମଧ୍ୟ ଗୋଟିଏ ସ୍ଥାନରେ ରେଡ୍ ଚାଲିଛି। ରାଜ୍ୟ ବାହାରେ ଛତିଶଗଡ , କୋଲକାତା ଓ ମହାରାଷ୍ଟ୍ର , ଛତିଶଗଡର ରାୟଗଡ ଏବଂ ରାୟପୁରରେ ଯାଞ୍ଚ କରାଯାଉଛି।  ଘନଶ୍ୟାମଙ୍କ ସମ୍ପର୍କୀୟ ନନ୍ଦକିଶୋର ଅଗ୍ରୱାଲଙ୍କ ଘରେ , ବ୍ୟବସାୟୀଙ୍କ ଘର ଏବଂ ବିଭିନ୍ନ ସ୍ଥାନରେ ଥିବା ଅଫିସ ଏବଂ ଫ୍ୟାକ୍ଟ୍ରିରେ ମଧ୍ୟ ଚଢଉ କରାଯାଉଛି। ଏଯାଏଁ ଅଢେଇ କୋଟି ଟଙ୍କା ଓ ୩ କେଜି ସୁନା ଅଳଙ୍କାର ମିଳିଥିବା ସୂଚନା ମିଳିଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories