www.samajalive.in
Monday, December 15, 2025
27.1 C
Bhubaneswar

ଆଜି ଏହି ରାଶିଧାରୀଙ୍କର ଆୟ ବୃଦ୍ଧି ଯାନବାହାନ ସୁଖ ପ୍ରାପ୍ତି- ମଙ୍ଗଳବାର ରାଶିଫଳ

ମେଷ- ଅନନ୍ୟ ପ୍ରତିଭା ସମ୍ପନ୍ନ ହୋଇପାରନ୍ତି। ବ୍ୟବସାୟରୁ ପ୍ରଚୁର ଲାଭ ମିଳପାରେ। ସ୍ବୟଂସିଦ୍ଧ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସ୍ନେହ, ମମତାପୂର୍ଣ୍ଣ ହେବ। ଚଞ୍ଚଳ ପ୍ରକୃତିର କନ୍ୟା ରତ୍ନ ମିଳିପାରେ।

ବୃଷ- କୃଷି କ୍ଷେତରୁ ଆୟ ଆଶାନୁରୂପ ହେବ। ଯାନବାହନ ସୁଖ ମିଳିବ। ଗୃହ ପରିବେଶ ଉତ୍ତମ ମାନର ହେବ। ନାନା ସୁଖର ଅଧିକାରୀ ହେବେ। ଆତ୍ମଶକ୍ତିକୁ ଜାଗ୍ରତ କରି ଅଚିନ୍ତ୍ୟ ଶକ୍ତିିସମ୍ପନ୍ନ ହେବେ।

- Advertisement -

ମିଥୁନ- ଅଶାନ୍ତି ଦୂର ହେବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ସରକାରୀ ସ୍ତରରୁ ଲାଭବାନ୍‌ ହୋଇପାରନ୍ତି। ବ୍ୟବସାୟୀଙ୍କ ସହିତ ମିତ୍ରତା ରହିବ। କୃଷି କର୍ମକାରୀ, ଧାର୍ମିକ, ଗୁଣବାନ୍‌ ହେବେ।

କର୍କଟ- ସଂଯମପୂର୍ଣ୍ଣ ସତ୍‌ଚରିତ୍ରତାର ନିଦର୍ଶନ ହୋଇପାରନ୍ତି। ନୀତିନିଷ୍ଠ ହେବେ। ତ୍ୟାଗଶୀଳ ହୋଇପାରନ୍ତି। ବିବିଧ ଧନଯୁକ୍ତ ହେବେ। ବୃକ୍ଷ, ଜଳ, ବନାଦିରୁ ଧନ ପ୍ରାପ୍ତ ହୋଇପାରନ୍ତି।

ସିଂହ- ଜୀବନର ସାରବତ୍ତାକୁ ପାଥେୟ କରି ସେବା ଓ ଦାନ କ୍ଷେତ୍ରରେ ଅଗ୍ରଗଣ୍ୟ ହୋଇପାରନ୍ତି। ଆୟ ଆଶାନୁରୂପ ହେବ। ସୁଚିନ୍ତିତ ମତବ୍ୟକ୍ତ କରିବେ। ପ୍ରତି ପଦକ୍ଷେପ ପ୍ରଶଂସନୀୟ ହେବ।

କନ୍ୟା- ସାଧନାରେ ସିଦ୍ଧି ପ୍ରାପ୍ତ ହେବେ; ମାତ୍ର ଏହା ଅହଂକାରଶୂନ୍ୟ ହେବ। ପତ୍ନୀଙ୍କ ସ୍ବାସ୍ଥ୍ୟ ରକ୍ଷା, ବିବାହ ଆଦି ସଫଳ କର୍ମ ଓ ସାଧୁସଙ୍ଗରେ ଧନ ବ୍ୟୟ କରିବେ।

ତୁଳା- ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ବଣ ମଲ୍ଲୀ ହେଲେ ବି ସହରାଞ୍ଚଳକୁ ସୁବାସିତ କରିବେ।

ବି୍ଚ୍ଛା- ଜ୍ଞାନାଲୋକରେ ନିଜର, ପଡ଼ୋଶୀଙ୍କର ଓ ଆତ୍ମୀୟସ୍ବଜନଙ୍କର ଚଲାପଥକୁ ଆଲୋକିତ କରିପାରନ୍ତି। ପରିବାରରୂପୀ ସଂସ୍କାରଶାଳାକୁ ଉତ୍ତମ ରୂପେ ଅନୁଭବ କରିପାରିବେ।

ଧନୁ- ପ୍ରକୃତି ଭିତରେ ଈଶ୍ବରଙ୍କ ସତ୍ତା ଖୋଜି ପାଇପାରନ୍ତି। ତ୍ୟାଗପୂତ ଦଧୀଚିଙ୍କ ଚେତନାରେ ଉଦ୍‌ବୁଦ୍ଧ ହେବେ। କ୍ଷମତାସୀନ ହୋଇପାରନ୍ତି। ପ୍ରଖ୍ୟାତ ଶାସ୍ତ୍ରଜ୍ଞ, ବ୍ରାହ୍ମଣ ଭକ୍ତ ହୋଇପାରନ୍ତି।

ମକର- ପରିସ୍ଥିତିରେ ପଡ଼ି ନୈତିକ ମୂଲ୍ୟବୋଧର ଅଧପତନ ଘଟାଇ ପାରନ୍ତି। ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦ ଓ ଉପୁଜିଥିବା ସମସ୍ୟାର ସମ୍ମୁଖୀନ ହେବେ।

କୁମ୍ଭ- ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। ବହୁ ସୁଖକର ଘଟଣାମାନ ଘଟିବ। ଅନ୍ତର୍ନିହିତ ଗୁଣାବଳୀର ବିକାଶ ଘଟାଇ ଜୀବନକୁ ମହାର୍ହ କରିପାରନ୍ତି।

ମୀନ- ବିନୟଭାବ ନରହିଲେ ବିଦ୍ୟା ମୂଲ୍ୟହୀନ ହୋଇପାରେ। ଅଦମ୍ୟ ସାହସ ଓ ଶକ୍ତିବଳରେ ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ବ୍ୟବସାୟରେ ସ୍ଥିରତା ଆସିବ।

 

ଶନିବାର ଗୁଲାବ ଜାମୁନ ସେବନ କଲେ ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ

 

ମଧୁମେହ ରୋଗୀ କିସ୍‌‌ମିସ୍‌‌ ଖାଇବେ କି ନାହିଁ..

 

ଆୟୁ ବୃଦ୍ଧି ପାଇଁ ଶିବଶଙ୍କରଙ୍କୁ ଗାଈ ଘିଅ ଅର୍ପଣ କରନ୍ତୁ..

 

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories