ଆୟୁ ବୃଦ୍ଧି ପାଇଁ ଶିବଶଙ୍କରଙ୍କୁ ଗାଈ ଘିଅ ଅର୍ପଣ କରନ୍ତୁ..

ଭଗବାନ ଶିବଶଙ୍କରଙ୍କୁ ଏହି ଉପାୟରେ ପୂଜା କରିବା ଦ୍ୱାରା ସମସ୍ତ ଦୁଃଖକଷ୍ଟ ଦୂର ହୋଇଥାଏ। ଆୟୁ ବୃଦ୍ଧି ପାଇଁ ଗାଈ ଘିଅ ଅର୍ପଣ କରନ୍ତୁ। ବାହନ ସୁଖ ପାଇଁ ମଲ୍ଲୀ ଫୁଲ ପ୍ରଭୁଙ୍କୁ ଅର୍ପଣ କରନ୍ତୁ। ଶିବ ମନ୍ଦିରରେ ଗାଈ ଘିଅରେ ଦୀପ ଲଗାନ୍ତୁ। ବେଲ ପତ୍ରରେ ଓଁ ନମଃ ଶିବାୟ ମନ୍ତ୍ର ଲେଖି ପ୍ରଭୁଙ୍କୁ ଅର୍ପଣ କରନ୍ତୁ। କେସର ମିଶ୍ରିତ ଜଳ ଅର୍ପଣ କଲେ ବୈବାହିକ ଜୀବନରେ ଥିବା ସମସ୍ୟା ଦୂର ହେବା ସହ ଜୀବନ … Continue reading ଆୟୁ ବୃଦ୍ଧି ପାଇଁ ଶିବଶଙ୍କରଙ୍କୁ ଗାଈ ଘିଅ ଅର୍ପଣ କରନ୍ତୁ..