ମଧୁମେହ ରୋଗୀ କିସ୍‌‌ମିସ୍‌‌ ଖାଇବେ କି ନାହିଁ..

ମଧୁମେହ ରୋଗୀ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ତେବେ ଏହା ମଧ୍ୟରେ ଅନେକଙ୍କ ମନରେ ପ୍ରଶ୍ନ ଆସିଥାଏ, ମଧୁମେହ ରୋଗୀ କିସ୍‌‌ମିସ୍‌‌ ସେବନ କରି ପାରିବେ କି ନାହିଁ। କାରଣ ଏହାର ସ୍ୱାଦ ମଧ୍ୟ ମିଠା। ଅଧିକାଂଶ ଅଧ୍ୟୟନରୁ ଜଣାପଡିଛି, ସୀମିତ ମାତ୍ରାରେ ମଧୁମେହ ରୋଗୀ କିସ୍‌‌ମିସ୍‌‌ ଖାଇପାରିବେ। ଅଧକପରୁ କମ୍‌‌ କିସ୍‌‌ମିସ୍‌‌ରେ ଫାଇବର, ୨୫ ମିଲିଗ୍ରାମ କ୍ୟାଲସିୟମ ଓ ୨୯୮ ମିଲିଗ୍ରାମ ପୋଟାସିୟମ ରହିଥାଏ। ଫାଇବର ମଧୁମେହ ରୋଗୀଙ୍କ ଉପକାରୀ। ଏହା ପାଚନ … Continue reading ମଧୁମେହ ରୋଗୀ କିସ୍‌‌ମିସ୍‌‌ ଖାଇବେ କି ନାହିଁ..