ଅନୁଗୋଳ : ଅନୁଗୋଳ ଜିଲା ତାଳଚେର ନୁଆଁପଡା ୧୪୯ନଂ ଜାତୀୟ ରାଜପଥ ନିକଟରେ କାରକୁ ଏକ ଟ୍ରକ ଧକ୍କା ଦେଇଥିବା ଜଣାପଡିଛି। କାରରେ ଥିବା ୫ଜଣ ଯାତ୍ରୀ ଅଳ୍ପକେ ବଞ୍ଚିଯାଇଛନ୍ତି। ସ୍ଥାନୀୟ ଲୋକ ପହଞ୍ଚି କାର୍ ଭିତରେ ଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । କାର ଭିତରେ ଥିବା ୫ ଜଣ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।
Popular Categories



