ରେଙ୍ଗଲି: ସମ୍ବଲପୁର ଜିଲ୍ଲାର ଲପଙ୍ଗା ସ୍ଥିତ ଆଦିତ୍ୟ ଆଲୁମିନିୟମ କାରଖାନା ପକ୍ଷରୁ ଆଜି ବିଶ୍ବ ଦୃଷ୍ଟି ଶକ୍ତି ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଆଦିତ୍ୟ ଆଲୁମିନିୟମର ଉପ ପରିଚାଳକ ମନୋରଞ୍ଜନ ବେହେରା ଓ ପିଏଲ ସୁବାଷ । ଆଜି ୪ଟି କ୍ୟାମ୍ପରୁ ୨୨ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇ ମାଗଣା ଅସ୍ତ୍ରୋପଚାର ପାଇଁ ପଠାଯାଇଥିଲା।
Popular Categories



