www.samajalive.in
Monday, December 15, 2025
24.1 C
Bhubaneswar

ରାତିରେ କମ ପରିମାଣରେ ଖାଦ୍ୟ ଖାଆନ୍ତୁ

ଠିକ ଭାବେ ଭୋକ ନହେଉଥିଲେ କିଛି ସହଜ ଉପାୟ ଅବଲମ୍ବନ କରନ୍ତୁ। ଭୋକରେ ରହିବା ଦ୍ୱାରା ଆମ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପଡ଼ିଥାଏ। ଜାଣନ୍ତୁ ଏହା ବିଷୟରେ..
ଯଦି ଆପଣଙ୍କୁ ଭୋକ ହେଉନଥାଏ ତେବେ ବାଧ୍ୟରେ ବିଲକୁଲ ଖାଦ୍ୟ ଖାଆନ୍ତୁ ନାହିଁ।
ନିୟମିତ ଦହି ପିଅନ୍ତୁ। ଏହାଦ୍ୱାରା ପେଟ ଥଣ୍ଡା ରହେ। ସଠିକ ଭାବେ ଭୋକ ମଧ୍ୟ ହୋଇଥାଏ।
ନିୟମିତ ଫଳ ସାଲଡ଼ କିମ୍ବା ଫଳ ଚାଟ୍‌‌ ଖାଆନ୍ତୁ।
ପଇଡ଼ ପାଣି, ଲସୀ, ଆମ୍ବ ପଣା, ଲେମ୍ବୁ ପାଣି ସରବତ ଆଦିକୁ ନିଜ ପସନ୍ଦ ମୁତାବକ ନିଶ୍ଚୟ ପିଅନ୍ତୁ।
ଆପଣ ଛତୁଆର ସବବତ ମଧ୍ୟ ପିଇପାରିବେ। ଏହା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ।
ଜଳଖିଆରେ ଓଟ୍ସ, ବେସନରେ ପ୍ରସ୍ତୁତ ଚକୁଳି, ଉପମା ଖାଆନ୍ତୁ।
ରାତି ସମୟରେ କମ ପରିମାଣରେ ଖାଦ୍ୟ ଖାଆନ୍ତୁ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories