www.samajalive.in
Monday, December 15, 2025
27.1 C
Bhubaneswar

ଏବେ ଭାରତରେ ଏହି ୩୨ଟି କମ୍ପାନୀ ଲ୍ୟାପଟପ୍‌ ତିଆରି କରିବା ପାଇଁ ଆଗ୍ରହୀ

ନୂଆଦିଲ୍ଲୀ – ଭାରତରେ ଏବେ ବାହାର ଦେଶରୁ ଲ୍ୟାପଟପ୍‌ ସହ ଅନ୍ୟ କେତକ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ଆମଦାନୀ ଉପରେ କଟକଣା ଲାଗିଛି । ଏହାପରେ ବିଶ୍ୱର ବିଭିନ୍ନ କମ୍ପାନୀ ଭାରତରେ ତାଙ୍କର ଉତ୍ପାଦ ପ୍ରସ୍ତୁତ କରିବା ପାଇଁ ଆଗ୍ରହ ଦେଖାଇଛନ୍ତି । ଡେଲ୍‌, ଆସସ୍‌, ଏସର୍‌, ଏଚ୍‌ପି ଏବଂ ଲେନୋଭେ ସହ ୩୨ ଅନ୍ତର୍ଜାତୀୟ କମ୍ପାନୀ ଭାରତରେ କମ୍ପ୍ୟୁଟର ସହ ଲ୍ୟାପଟପ୍‌ ତିଆରି ପାଇଁ ଆଗ୍ରହ ଦେଖାଇଛନ୍ତି ।

ମେକ୍‌ଇନ୍‌ ଇଣ୍ଡିଆ ପ୍ରକଳ୍ପ ପାଇଁ ଏହା ଏକ ଶୁଭ ସଙ୍କେତ ।  ଭାରତରେ ଏହା ସମ୍ଭବ ନୁହେଁ ବୋଲି ଅନେକ କହୁଥିବା ବେଳେ, ବିଭିନ୍ନ ମଲ୍ଟି ନ୍ୟାସନାଲ୍‌ କମ୍ପାନୀ ଏବେ ସରକାରଙ୍କ ନିକଟରେ ନିଜର ମ୍ୟାନୁଫ୍ୟାକ୍ଚରିଂ ୟୁନିଟ୍‌ ସ୍ଥାପନ କରିବା ପାଇଁ ଆବେଦନ କରିଛନ୍ତି । ବିଭିନ୍ନ ଭାରତୀୟ ଫାର୍ମ ସହ ମିଶି ଏମାନେ ଭାରତରେ କମ୍ପ୍ୟୁଟର ଉତ୍ପାଦ ତିଆରି କରିବେ ।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories