BJD Bijuli 480×75 Mob

ଜିଓ ପ୍ରାଇମ୍‌ ମେମ୍ବରସିପ୍‌ ଅବଧି ଆଉ ବର୍ଷେ ବଢ଼ିଲା

BJD Bijuli 480×75 Mob
0

ନୂଆଦିଲ୍ଲୀ: ରିଲାୟନ୍ସ ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର। ପ୍ରାଇମ୍‌ ମେମ୍ବରସିପ୍‌ ଅବଧି ୩୧ ମାର୍ଚ୍ଚକୁ ଶେଷ ହେଉଥିଲେ ମଧ୍ୟ କମ୍ପାନୀ ଏହାକୁ ଆଉ ବର୍ଷେ ପାଇଁ ବଢ଼ାଇ ଦେଇଛି। ୩୧ ମାର୍ଚ୍ଚ ୨୦୧୯ ପର୍ଯ୍ୟନ୍ତ ଗ୍ରାହକ ଜିଓ ପ୍ରାଇମ ସଦସ୍ୟତା ମାଗଣାରେ ପାଇପାରିବେ। ଯଦି ଆପଣ ଜିଓର ପ୍ରାଇମ ସଦସ୍ୟ ଅଟନ୍ତି ଏବଂ ୩୧ ମାର୍ଚ୍ଚ ପୂର୍ବରୁ ଆପଣ ପଞ୍ଜୀକରଣ କରିଛନ୍ତି, ତେବେ ନିଜ ସ୍ମାର୍ଟଫୋନରେ ମାଇଁ ଜିଓ ଆପ୍‌ରେ କମ୍ପଲିମେଣ୍ଟାରି ମେମ୍ବରସିପ୍‌ ଦେଖାଯିବ ଓ ଏହାର ଅବଧି ରହିବ। ଅପରପକ୍ଷରେ ଯେଉଁ ଗ୍ରାହକ ୨୦୧୮ ଏପ୍ରିଲ ୧ ପରେ ପ୍ରାଇମ ମେମ୍ବରସିପ୍‌ ପାଇଁ ସବସ୍କ୍ରାଇବ୍‌ କରିବେ ସେମାନେ ୯୯ ଟଙ୍କାର ରିଚାର୍ଜ କରି ବର୍ଷେ ପାଇଁ ଏହି ସୁବିଧା ପାଇପାରିବେ।

Leave A Reply