www.samajalive.in
Tuesday, December 9, 2025
26.1 C
Bhubaneswar

ଅସୁସ୍ଥ ହାତୀର ମୃତ୍ୟୁ

ଚୌଦ୍ୱାର : କଟକ ବନଖଣ୍ଡ ଡ଼ାଲିଯୋଡ଼ା ରେଞ୍ଜ ନିକଟରେ ଥିବା ଏକ ଗାଁର ବିଲରେ ଶନିବାର ଦିନ ଏକ ଦନ୍ତା ହାତୀ ଅସୁସ୍ଥ ଅବସ୍ଥାରେ ପଡ଼ିଥିଲା। ରବିବାର ସକାଳେ ତା’ର ମୃତ୍ୟୁ ଘଟିଛି। ଏସିଏଫ ଶରତ କୁମାର ସାହୁଙ୍କ ଠାରୁ ଏହି ସୂଚନା ମିଳିଛି।
ସୂଚନା ଅନୁଯାୟୀ, ହାତୀଟି ଅସୁସ୍ଥ ହୋଇ ବିଲ ନିକଟରେ ପଡ଼ିଥିବା ଶନିବାର ସକାଳେ ଲୋକେ ଦେଖିଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀଙ୍କ ସହିତ ଏକ ଡ଼ାକ୍ତରୀ ଟିମ୍‍ ଘଟଣାସ୍ଥଳରେ ପହଞ୍ଚି ହାତୀଟିର ଚିକିତ୍ସା କରିଥିଲେ। ମାତ୍ର ହାତୀଟିର ପାଟି ସଂକ୍ରମିତ ହୋଇଯାଇଥିଲା। ପାଟିରେ ଘା’ ହୋଇଥିବାରୁ ସେ କିଛି ଦିନ ହେବ ଖାଦ୍ୟ ଖାଇ ପାରୁ ନଥିଲା। ତେଣୁ ତାର ଅବସ୍ଥା ଗୁରୁତର ହେବା ସହ ଚିକିତ୍ସା ସର୍ତ୍ତେ ମଧ୍ୟ ହାତୀଟିକୁ ବଞ୍ଚାଇ ପାରି ନଥିବା ସୂଚନା ମିଳିଛି।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories