କୁଚିଣ୍ଡା : ଟ୍ରିପଲ ମର୍ଡର ମାମଲାରେ ବାପପୁଅଙ୍କୁ ଦଣ୍ଡାଦେଶ। ବାପାଙ୍କୁ ମୃତ୍ୟୁଦଣ୍ଡ ଓ ପୁଅକୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଏଡିଜେ। ବାପା ନବୀନ ଦେହରୁରୀକୁ ଫାଶି ଦଣ୍ଡାଦେଶ ଶୁଣାଇଥିବାବେଳେ ପୁଅ ହେମାନନ୍ଦକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଏଡିଜେ। ୨୦୨୦ ମହୁଲପାଲି ଥାନା ଲପଡ଼ା ଗାଁରେ ଘଟିଥିଲା ଟ୍ରିପଲ ମର୍ଡର। ଗୋଟିଏ ପରିବାରର ୩ଜଣଙ୍କୁ ହତ୍ୟା କରିଥିଲା ନବୀନ ଦେହୁରୀ। ହତ୍ୟାକାଣ୍ଡରେ ବାପାଙ୍କୁ ସହଯୋଗ କରିଥିଲା ପୁଅ ହେମାନନ୍ଦ।
Popular Categories



