ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି

0

ରାଞ୍ଚି : ସ୍ଥାନୀୟ ରାଜେନ୍ଦ୍ର ଇନ୍‍ଷ୍ଟିଚ୍ୟୁଟ୍‍ ଅଫ ମେଡିକାଲ ସାଇନ୍ସେସ୍‍ରେ ଚିକିତ୍ସାଧୀନ ଥିବା ଆରଜେଡି ମୁଖ୍ୟ ଲାଲୁପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ। ହୃଦ୍‍ରୋଗ, ଉଚ୍ଚ ରକ୍ତଚାପ ଓ ଡାଇବେଟିସ୍‍ ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟାବାସ୍ଥାରେ ଅବନତି ଘଟିଛି ଓ ସେ ବସାଉଠା କରିପାରୁ ନାହାନ୍ତି। ଶନିବାର ଦଳୀୟ ବିଧାୟିକା ରେଖା ଦେବୀ ଲାଲୁଙ୍କୁ ମେଡିକାଲରେ ସାକ୍ଷାତ କରିବା ପରେ ଏହି ସୂଚନା ଦେଇଛନ୍ତି। ତାଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇଦେବାକୁ ସେ ଦାବି କରିଛନ୍ତି।

Leave A Reply