www.samajalive.in
Tuesday, December 9, 2025
23.1 C
Bhubaneswar

ମହାନଦୀରେ ବୁଡ଼ି ୨ଛାତ୍ର ନିଖୋଜ, ଅଗ୍ନିଶମ ବାହିନୀର ତଲାସୀ ଜାରି

କଟକ: ମୁଣ୍ଡଳୀ ନିକଟ ମହାନଦୀରେ ଅଘଟଣ। ମହାନଦୀରେ ଗାଧୋଇବାବେଳେ ଅଘଟଣ ଘଟିଛି। କଟକ ନରାଜ ନିକଟରେ ମହାନଦୀରେ ୨ ଛାତ୍ର ବୁଡ଼ିଯାଇଛନ୍ତି। ମହାନଦୀରେ ବୁଡ଼ିଯାଇ ୨ ଛାତ୍ର ନିଖୋଜ ହୋଇଥିବା ସୂଚନା ମିଳିଛି। ଭରା ନଈକୁ ଗାଧୋଇବାକୁ ଯାଇ ବୁଡ଼ି ଯାଇଥିବା ସନ୍ଦେହ କରାଯାଉଛି। ନଦୀ କୂଳରେ ୨ଟି ବ୍ୟାଗ ସହ ୨ହଳ ଜୋତା ପଡ଼ିଥିବାବେଳେ ଗୋଟିଏ ସ୍କୁଟି ରଖାଯାଇଛି। ୮ଜଣ ପିଲା ଗାଧୋଇବାକୁ ଅାସିଥିବାବେଳେ ସେମାନଙ୍କ ମଧ୍ୟରୁ ୨ଜଣ ବୁଡ଼ି ଯାଇଥିବା ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ତଲାସୀ ଜାରି ରହିଛି। ସମସ୍ତ ୮ଜଣ ଛାତ୍ର କଟକର ଏକ ସ୍କୁଲର ଛାତ୍ର ଏବଂ ସେମାନେ +୨ ପଢୁଥିଲେ। ମହାନଦୀରେ ବୁଡ଼ି ନିଖୋଜ ହୋଇଯାଇଥିବା ସ୍କୁଲ ଛାତ୍ରଙ୍କୁ ଅଗ୍ନିଶମ ବାହିନୀ ଖୋଜୁଥିବା ଜଣାପଡ଼ିଛି।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories