www.samajalive.in
Tuesday, December 9, 2025
16.1 C
Bhubaneswar

ରାଜଧାନୀରେ ଧରାପଡିଲେ ଲୁଟେରା ଗ୍ୟାଙ୍ଗ; ୩୫ ବାଇକ୍‌‌ ଜବତ

ଭୁବନେଶ୍ୱର : ରାଜଧାନୀରେ ପୁଲିସକୁ ଏକ ବଡ ସଫଳତା ମିଳିଛି। ସୋମବାର ୪ ଜଣିଆ ଲୁଟେରା ଗ୍ୟାଙ୍ଗକୁ ପୁଲିସ ଗିରଫ କରିଛି। ଏମାନଙ୍କ ନିକଟରୁ ୩୫ଟି ବାଇକ୍‌‌ ଜବତ ହୋଇଛି। ୪ ଜଣଙ୍କୁ ଗିରଫ କରିବା ସହ କ୍ୟାପିଟାଲ ଥାନା ପୁଲିସ ବାଇକ୍‌‌ ଗୁଡିକୁ ଜବତ କରିଛି। ଏହି ଲୁଟେରାମାନେ ରାଜଧାନୀର ବିିଭିନ୍ନ ପାର୍କ ଓ ମଲ୍‌‌ ସମ୍ମୁଖରୁ ବାଇକ୍‌‌ ଗୁଡିକୁ ଲୁଟ୍‌‌ କରୁଥିଲେ। ଲୁଟେରା ଗ୍ୟାଙ୍ଗ ଲୁଟ୍‌‌ ବାଇକ୍‌‌କୁ ରାଜ୍ୟ ବାହାରେ ବିକ୍ରି କରୁଥିଲେ।

 

Hot this week

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

Related Articles

Popular Categories