www.samajalive.in
Saturday, December 6, 2025
16.1 C
Bhubaneswar

ରାଜଧାନୀରେ ସୁନା ଚେନ୍‌ ଲୁଟ୍‌ ଉଦ୍ୟମ ବେଳେ ଗୁରୁତର ହୋଇଥିବା ମହିଳାଙ୍କ ମୃତ୍ୟୁ..

ଭୁବନେଶ୍ୱର : ସୁନା ଚେନ୍‌ ଲୁଟେରାଙ୍କ ପାଇଁ ଚାଲିଗଲା ମହିଳାଙ୍କ ଜୀବନ । ଲୁଟ୍‌ ଉଦ୍ୟମ ସମୟରେ ଗୁରୁତର ଆହତ ହୋଇ ଚିିକିତ୍ସିତ ହେଉଥିବା ମହିଳାଙ୍କର ଆଇସିୟୁରେ ମୃତ୍ୟୁ ଘଟିଛି । ପୁଲିସ ନିକଟରେ ଏନେଇ ପରିବାର ଲୋକେ ମାମଲା ରୁଜୁ କରିବା ସହ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନାନୁଯାୟୀ, ସୋମବାର ଏକ ଦମ୍ପତି ଭୁବନେଶ୍ୱରରୁ ହରିରାଜପୁର ସୋମନାଥ ମନ୍ଦିର ଦର୍ଶନ ପାଇଁ ଯିବା ବେଳେ କଳା ପଲସରରେ କିଛି ଦୁର୍ବୃତ୍ତ ଆସି ମହିଳାଙ୍କ ଠାରୁ ସୁନା ଚେନ୍‌ ନେବା ପାଇଁ ଉଦ୍ୟମ କରିଥିଲେ । ମାତ୍ର ଚେନ୍‌ ଛିଣ୍ଡିନଥିଲା । ଦୁର୍ବୃତ୍ତ ମାନେ ମହିଳାଙ୍କ ଉପରେ ଆକ୍ରମଣ କରିଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

ଗାଧୋଇବାକୁ ଯାଇ ପୋଖରୀରେ ବୁଡି ୨ ଭାଇ ମୃତ

ଦେଖନ୍ତୁ ଭିଡିଓ; ହଠାତ୍‌ ପଶି ଆସିଲା ଷଣ୍ଢ; ଲାଲ୍‌ ସାର୍ଟ ପିନ୍ଧିଥିବା ବ୍ୟକ୍ତିଙ୍କୁ..

- Advertisement -

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories