www.samajalive.in
Sunday, December 14, 2025
19.1 C
Bhubaneswar

ଗଞ୍ଜେଇ ସହିତ ୨ ଗିରଫ

ସମ୍ବଲପୁର: ଅବକାରୀ ବିଭାଗର ଚେକିଂ ସମୟରେ ବରେମୁରା ଛକ ଠାରେ ଏକ ସନ୍ଦିଗ୍ଧ କାରକୁ ଅଟାକାଇଥିଲା। ତେବେ ଉକ୍ତ କାରଟି ଫେରାର ମାରିବା ସମୟରେ ତାକୁ ଅବକାରୀ ଦଳ ଗୋଡାଇ ଗୋଡାଇ ଧରିଥିଲା। ଉକ୍ତ ଗାଡିରୁ ୫୪ କିଗ୍ରା ଗଞ୍ଜେଇ ରଖାଯାଇଥିବା ମିଳିଥିଲା। ଏଣୁ କାର ଯୋଗେ ଗଞ୍ଜେଇ ଚାଲାଣ କରିବା ଅଭିଯୋଗରେ ଅବକାରୀ ପୁଲିସ ଛତିଶଗଡ଼ ରାଜ୍ୟର ଜଶପୁର ନିବାସୀ ମହମ୍ମଦ ହାଫିଜ (୨୨) ଓ ସୁଶିତ କୁମାର କୁଜୁର (୨୪) ଙ୍କୁ ଗିରଫ କରିଛି। ଅଭିଯୁ୍‌‌କ୍ତ ମାନେ ଏହି ଗଞ୍ଜେଇକୁ ବୌଦ୍ଧ ଜିଲାରୁ ଛତିଶଗଡ଼ ରାଜ୍ୟକୁ ଚାଲାଣ କରୁଥିଲେ। ଏଥି ସହ ସେମାନେ ପୁଲିସକୁ ଚକମା ଦେବା ପାଇଁ ଓଡ଼ିଶା ରାଜ୍ୟର ଏକ ନକଲି ନମ୍ବର ପ୍ଲେଟ ସହିତ ଛତିଶଗଡ଼ ରାଜ୍ୟର ନମ୍ବର ପ୍ଲେଟ ମଧ୍ୟ ବ୍ୟବହାର କରୁଥିଲେ। ଏ ସମ୍ପର୍କରେ ଏକ ମାମଲା ରୁଜୁ କର ଅଭିଯୁକ୍ତ ମାନଙ୍କୁ ଅଦାଲତକୁ ଚାଲାଣ କରାଯାଇଛି ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories