www.samajalive.in
Friday, December 12, 2025
15.1 C
Bhubaneswar

ମିଶନ ଶକ୍ତି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଫୁଲବାଣୀ: ବ୍ୟାଙ୍କରୁ ରୁଣ ନେବା ଓ ତାହାକୁ ଠିକ୍‌‌ ସମୟରେ ଫେରସ୍ତ କରିବା ଓ ବିଭିନ୍ନ ବିଭାଗ ସହିତ ସାମିଲ୍‌‌ ହୋଇ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ୍‌‌ ହେବା , ବିଜୁ ସ୍ୱାସ୍ଥ୍ୟ କଲ୍ୟାଣି ଯୋଜନା , ମମତା ଯୋଜନା ଏବଂ ଆର୍ଥିକ ସାକ୍ଷରତା ଭଳି ବିଭିନ୍ନ ଦିଗ ଉପରେ ଏକ ତାଲିମ୍‌‌ କାର୍ଯ୍ୟକ୍ରମ ଜିଲାର ବିଭିନ୍ନ ବ୍ଳକ ସ୍ତରରେ ଚାଲିଥିବା ବେଳେ ଆଜି କୋଟଗଡ଼଼ ବ୍ଳକ ମିଶନ ଶକ୍ତି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ କୋଟଗଡ଼଼ ସିଡ଼ିପିଓ , କୋଟଗଡ଼଼ ଷ୍ଟେଟ୍‌‌ ବ୍ୟାଙ୍କ ପରିଚାଳକ , ଗୋଷ୍ଠି ପ୍ରକଳ୍ପ ସଂଯୋଜକ ଭଳି ବିଭିନ୍ନ ବ୍ୟକ୍ତି ବିଶେଷ ଯୋଗଦେଇ ସାମିଲ୍‌‌ ହୋଇଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କୁ ତାଲିମ୍‌‌ ଦେଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories